Latest Odisha News

BREAKING NEWS

ପୂରା ପରିବାରକୁ ନିଶା ଦେଇ ପ୍ରେମିକ ସହ ନାବାଳିକା ଫେରାର

ଯାଜପୁର : ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଗଲେ ନାବାଳିକା। ପ୍ରେମିକର ପ୍ରରୋଚନାରେ ନାବାଳିକା ଜଣକ ଏପରି କାଣ୍ଡ କରିଥିବା ଜଣାପଡ଼ିଛି । ଏବେ ପୂରା ପରିବା ଯାଜପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପରିବାରେ ୫ ଜଣ ସଦସ୍ୟ ସହ ଝିଅର ବାପା ମଧ୍ୟ ରହିଛନ୍ତି । ସୂଚନା ଅନୁଯାୟୀ…

ଏହି ଦେଶରେ ରହିବା ପାଇଁ ଲକ୍ଷାଧିକ ଟଙ୍କା ସହ ମିଳିଥାଏ ଅନେକ ସୁବିଧା

ନୂଆଦିଲ୍ଲୀ: କିଛି ଦେଶ ଏପରି ଅଛି ଯେଉଁଠାରେ ସରକାର ସେମାନଙ୍କର ବିରଳ ଜନବସତି ଥିବା ଅଞ୍ଚଳଗୁଡ଼ିକୁ ପୁନଃ ଜନବସତି କରିବା ପାଇଁ ଲୋକଙ୍କୁ ଟଙ୍କା ଦିଅନ୍ତି? ଏହା ଟିକେଶୁଣିବାକୁ ଅଜବ ଲାଗିପାରେ, କିନ୍ତୁ ଏହା ସତ୍ୟ । ଇଟାଲୀ, ଆମେରିକା, ସ୍ୱିଜରଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ଗ୍ରୀସ ଭଳି ଦେଶ…

୧୫ ମିନିଟ ସମୟ ସାମ୍ନାରେ ୭୦ କୋଟି, ଯେତେ ଗଣି ପାରିବ ସେତେ ନେଇପାରିବ : ଏମିତି ବନସ ଦେଲା କମ୍ପାନି

ନୂଆଦିଲ୍ଲୀ: ଯଦି ଆପଣଙ୍କ କମ୍ପାନି କୌଣସି ଏକ ଉତ୍ସବରେ ୧୫ କୋଟି ଟଙ୍କା ବନସ ଭାବେ ଆପଣଙ୍କ ସାମ୍ନାରେ ରଖେ ତେବେ ଆପଣ କ’ଣ କରିବେ ? ଚୀନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ସେଠାକାର ଏକ କମ୍ପାନି ବନସ ଭାବେ କର୍ମଚାରୀଙ୍କୁ ୭୦ କୋଟି ଟଙ୍କା ଏକ ଟେବୁଲ ଉପରେ ରଖିଥିଲା। ଆଉ କମ୍ପାନି…

ଏଫଆଇଏଚ ପ୍ରୋ ଲିଗ: ୩୨ ଜଣିଆ ଦଳରେ ଓଡିଶାରୁ ୩

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଫେବୃୟାରୀ ୧୫ରୁ ୨୫ ପର୍ଯ୍ୟନ୍ତ ଏଫଆଇଏଚ ପୋ ଲିଗ ୨୦୨୪-୨୫ ଖେଳାଯିବ । ଏଥିପାଇଁ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ୩୨ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଅମିତ ରୋହୀଦାସ, ନୀଲମ ସଞ୍ଜୀପ ଖେସ ଓ ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି ।…

ଆସନ୍ତା ୩ରେ ଜନ ଅଭିଯୋଗ ଶୁଣାଣି; କାଲିଠୁ ପଞ୍ଜୀକରଣ

ଭୁବନେଶ୍ବର: ଫେବୃୟାରୀ ୩ ତାରିଖ ସୋମବାରରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜାନୁଆରୀ ୩୧…

ପରିବାର ସଦସ୍ୟଙ୍କୁ ନିଶାଦେଇ ନାବାଳିକା ଫେରାର

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଯାଇଛି ନାବାଳିକା । ପରିବାର ଲୋକେ ଯାଜପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଚିକିତ୍ସାଧୀନ ଥିବା ବାପା…

ସିକନ୍ଦର ପରେ ଅଟଲୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ସଲମାନ-ରଶ୍ମିକା

ମୁମ୍ବାଇ: ସଲମାନ ଖାଁ ଓ ସାଉଥ ଅଭିନେତ୍ରୀ ରଶ୍ମିକା ମାନ୍ଧନା ସିକନ୍ଦରରେ ଏକତ୍ର ଅଭିନୟ କରୁଛନ୍ତି । ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅଟଲୀ କୁମାରଙ୍କ ଆଗାମୀ ଫିଲ୍ମରେ ସଲମାନ ଓ ରଶ୍ମିକା ପୂନର୍ବାର…

ସରସ୍ୱତୀ ପୂଜାକୁ ନେଇ ତୁଟିଲା ଦ୍ବନ୍ଦ୍ବ; ଏହି ଦିନ ହେବ ପାଳନ

ଭୁବନେଶ୍ୱର: ସରସ୍ୱତୀ ପୂଜା ପାଳନର ସଠିକ୍ ତାରିଖକୁ ନେଇ ସାରା ଓଡ଼ିଶାର ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଯାହାର ଅନ୍ତ ଘଟିଛି। ବିଭିନ୍ନ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ତାରିଖ ଥିବାରୁ ଏକ ବିବାଦ ଉପୁଜିଥିଲା। ତେବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପକ୍ଷରୁ…

ରଣଜୀ ଟ୍ରଫି: ଓଡିଶା ୧୮୦, ସର୍ଭିସେସ ୮୫/୨

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂର୍ନବାର ଘରୋଇ ପରିବେଶର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାରି ନାହିଁ । ସର୍ଭିସେସ ବିପକ୍ଷ ମ୍ୟାଚରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୧୮୦ ରନରେ ଅଲଆଉଟ ହୋଇ ଯାଇଥିଲା । ରାଜେଶ ମହାନ୍ତିଙ୍କ ୬୦ ରନର ଇନିଂସ ଯୋଗୁ ଓଡିଶା ଏକ ଆଭରେଜ ସ୍କୋର କରିପାରି ଥିଲା…

ବାରବାଟୀରେ ହେବ ହାଇସ୍କୋରିଂ ମ୍ୟାଚ ! ଏତେ ଦର୍ଶକଙ୍କ ପାଇଁ ହୋଇଛି ବ୍ୟବସ୍ଥା

କଟକ: ବାରବାଟୀ ଦିନିକିଆକୁ ଆଉ ଦିନ କେଇଟା ସମୟ ବାକିଥିବା ବେଳେ ମ୍ୟାଚର ସଫଳ ପରିଚାଳନା ପାଇଁ ଚାଲିଛି ପ୍ରସ୍ତୁତି । ତେବେ ଆସନ୍ତା ୯ ତାରିଖ ଦିନ ହେବାକୁ ଥିବା ମ୍ୟାଚଟି ଯେମିତି ହାଇସ୍କୋରିଂ ମ୍ୟାଚ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଏହାକୁ ଲକ୍ଷରେ ରଖି ପିଚ ଓ ପଡ଼ିଆକୁ…