Latest Odisha News

BREAKING NEWS

ଆଗକୁ ଭୟାନକ ଗ୍ରୀଷ୍ମ ପ୍ରବାହ, ୨୮ରୁ ବୃଦ୍ଧି ପାଇବ ରାତି ତାପମାତ୍ରା

ଭୁବନେଶ୍ୱର: ବର୍ଷର ୮ ମାସ ଗରମ ପ୍ରକୋପ ଯାଉନି। ଶୀତରେ ଛାଡ଼ୁନି ତାତି। ଆଗକୁ ସ୍ଥିତି ସାଂଘାତିକ ରୂପ ନେବ। ସବୁ ପ୍ରୟାସ ସତ୍ତେ୍ୱ ବିଶ୍ୱର ହାରାହାରି ତାପମାତ୍ରା ଦେଢ଼ ଡିଗ୍ରୀ ବଢ଼ି ସାରିଛି। ପଶ୍ଚିମାଝଡ଼ ପ୍ରଭାବରେ ସପ୍ତା‌ହେ ହେଲା ସାରା ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଥିଲା। ରାତି…

ଏପରି କରନ୍ତୁ ଥାଇରଏଡ୍ ନିୟନ୍ତ୍ରଣ..

ଭୁବନେଶ୍ବର: ଆଜିକାଲି ପ୍ରାୟ ଲୋକଙ୍କ ଠାରେ ଥାଇରଏଡ୍ ସମସ୍ୟା ଦେଖାଯାଉଛି । ଥାଇରଏଡ୍ ସମସ୍ୟା ଥିଲେ ଶରୀରରେ ହରମୋନ ଶକ୍ତି କମ୍ ବେଶୀ ହେବା ସହ ଓଜନରେ ମଧ୍ୟ ସମସ୍ୟା ଦେଖାଯାଏ । ଏଥିସହ ଥାଇରଏଡ୍ ସ୍ମରଣ ଶକ୍ତିକୁ ଦୁର୍ବଳ କରିଦିଏ । ଥାଇରଏଡ୍ ରୋଗୀଙ୍କ ପାଖରେ ଆଳସ୍ୟ, ଥକାପଣ, କେଶ ଝଡିବା,…

୨୪ ଲକ୍ଷ ଟଙ୍କା ଜାଲିଆତି କରି ଗିରଫ ହେଲେ ହୋଟେଲର ମ୍ୟାନେଜର ବାବୁ

ଭୁବନେଶ୍ୱର: ହୋଟେଲର ବ୍ୟାଙ୍କ ଆକାଉଣ୍ଟରୁ ୨୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ଭୁବନେଶ୍ୱରର ଖାରବେଳନଗର ପୋଲିସ ଏକ ହୋଟେଲର ଡେପୁଟି ମ୍ୟାନେଜର ଆକାଉଣ୍ଟସଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ହୋଟେଲର ଡେପୁଟି ମ୍ୟାନେଜର ଆକାଉଣ୍ଟସ ପଶ୍ଚିମବଙ୍ଗର ନିଶ୍ଚିନ୍ଦା…

ମହାଦୀପ ଉଠିବା ବେଳେ କେଉଁ କାରଣ ପାଇଁ ଖସିପଡିଲେ ସେବାୟତ?

ଭୁବନେଶ୍ୱର: ଶିବରାତ୍ରୀ ପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିର ବେଶ ଚଳଚଞ୍ଚଳ ଥିବା ବେଳେ ହଠାତ୍ ବଡ ଅଘଟଣ ଘଟିଛି। ପ୍ରଥମ ଅଘଟଣ ଥିଲା ନିର୍ଦ୍ଦାରିତ ସମୟର ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିବା ବେଳେ ଦ୍ବିତୀୟ ଅଘଟଣ ହେଉଛି ମହାଦୀପ ନେଇ ମନ୍ଦିର ଚୂଡାକୁ ଯାଉଥିବା ବେଳେ ଜଣେ ସେବାୟତ…

ମାର୍ଚ୍ଚରେ ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ..

ଭୁବନେଶ୍ବର: ମାର୍ଚ୍ଚରେ ବୁଧ ଚଳନ କରି ମୀନ ରାଶିରେ ପ୍ରବେଶ କରିବେ । ଏହାସହ ଶୁକ୍ର ମଧ୍ୟ ମୀନ ରାଶିରେ ଚଳନ କରିବେ । ବୁଧ ଶୁକ୍ର ଏକାଠି ହେବା ଦ୍ୱାରା ଦୁର୍ଲ୍ଲଭ ରାଜଯୋଗ ସୃଷ୍ଟି ହେଉଛି । ଏହି ରାଜଯୋଗ କିଛି ରାଶି ଉପରେ ବିଶେଷ ପ୍ରଭାବ ପକାଇବ । କୁମ୍ଭ- ଏହି ରାଶି ବ୍ୟକ୍ତି…

ଘରେ ସୂର୍ଯ୍ୟ କିରଣ ପଡିବା ଜରୁରୀ !

ଭୁବନେଶ୍ବର: ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ତେଣୁ ସୂର୍ଯ୍ୟ କିରଣ ଘରେ ପଡିବା ଜରୁରୀ । ବାସ୍ତୁଶାସ୍ତ୍ରରେ ଅନ୍ୟ ଗ୍ରହଙ୍କ ଅପେକ୍ଷା ସୂର୍ଯ୍ୟଙ୍କୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି। ବାସ୍ତୁଶାସ୍ତ୍ରଙ୍କ ମତରେ ଗୃହର ନିର୍ମାଣ ଏହିପରି ହେବା ଦରକାର ଯେମିତି ସୂର୍ଯ୍ୟଙ୍କ କିରଣ…

ସିବିଏସଇ ୧୦ମ ବୋର୍ଡ ପରୀକ୍ଷାରେ ଓଡ଼ିଆ ସହ ରହିବ ଅନ୍ୟ ଆଞ୍ଚଳିକ ଭାଷା

ନୂଆଦିଲ୍ଲୀ: ୨୦୨୫-୨୬ ମସିହାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅନ୍ୟାନ୍ୟ ଭାଷା ସହିତ ଓଡ଼ିଆ ଭାଷା ରହିବ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ବୁଧବାର ଦିନ ସୂଚନା ଦେଇଛି। ବର୍ଷକୁ ଦୁଇଥର ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ସମ୍ପର୍କିତ ଡ୍ରାଫ୍ଟ…

ଦୋଷୀ ସାଂସଦଙ୍କୁ ଆଜୀବନ ବ୍ୟାନ ଠିକ୍ ନୁହେଁ; ସୁପ୍ରିମକୋର୍ଟରେ କେନ୍ଦ୍ରର ଜବାବ

ନୂଆଦିଲ୍ଲୀ: ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ନିର୍ବାଚନ ଲଢ଼ିବା ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଇବା ଉଚିତ୍ ନୁହେଁ। ରାଜନେତାଙ୍କ ନିର୍ବାଚନ ଲଢିବା ସମ୍ପର୍କିତ ଏକ ଆବେଦନ ଉପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏଭଳି ଜବାବ ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ ଫୌଜଦାରୀ…

ମହାକୁମ୍ଭରେ ସ୍ବାମୀଙ୍କୁ ଡିଜିଟାଲ୍ ସ୍ନାନ କରାଇଲେ ପତ୍ନୀ, ଦେଖନ୍ତୁ ଭିଡିଓ

ପ୍ରୟାଗରାଜ: ମହାକୁମ୍ଭରେ ଅନ୍ତିମ ସ୍ନାନ ଆଜି ଶେଷ ହେବାକୁ ଯାଉଛି। ଏପରି ସ୍ଥଳେ ଲୋକମାନେ ନିଜ ପରିବାରର ସଦସ୍ୟଙ୍କୁ ସ୍ନାନ କରାଇବା ପାଇଁ ପ୍ରୟାଗରାଜରେ ପହଞ୍ଚି ଯାଉଛନ୍ତି। ସଙ୍ଗମରେ ବୁଡ଼ ପକାଇ ପୁଣ୍ଯ ଅର୍ଜନ କରୁଛନ୍ତି। ସେହିପରି ଜଣେ ପତ୍ନୀ ମହାକୁମ୍ଭକୁ ସ୍ନାନ କରିବାକୁ ଆସି ତାଙ୍କ…

କୁଆଡୁ ଆସିଲା ସମୁଦ୍ର କୂଳରେ ୮୦ କେଜିର ଲୌହପିଣ୍ଡ?

ବ୍ରହ୍ମପୁର: ଗଞ୍ଜାମ ବଟେଶ୍ବର ବେଳାଭୂମିରେ ଲାଗିଛି ୮୦ କେଜିର ଲୌହପିଣ୍ଡ। ସବୁଜ ରଙ୍ଗର ଏହି ଲୁହା ପିଣ୍ଡଟିର ଉଚ୍ଚତା ସାତଫୁଟ ଥିବାବେଳେ ଗୋଲେଇ ଅଢ଼େଇ ଫୁଟ୍ ରହିଛି । ତେବେ ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ନିକଟ ବଟେଶ୍ୱର ସମୁଦ୍ର କୂଳରେ ଏହା ଲାଗିଛି । ଏତେ ବଡ଼ ଲୁହାର ପିଣ୍ଡକୁ ଦେଖି ଲୋକ…