Latest Odisha News

BREAKING NEWS

ଅନ୍ଧାରରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି

ଭୁବନେଶ୍ବର: ପିଲାଟିର ଶିକ୍ଷାର ଏନ୍ତୁଡିଶାଳ ଅଙ୍ଗନବାଡି । ହେଲେ ଆଜି ବି ବିଭିନ୍ନ ଜିଲ୍ଲାରେ ଅବହେଳିତ ଭାବରେ ଅଙ୍ଗନବାଡି ଶିକ୍ଷା ଗ୍ରହଣ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଆଜି ବି ରାଜ୍ୟରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି ଅନ୍ଧାରରେ ରହିଛି । ସେଠିକି ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ…

ଘର ବାହୁଡା ପରେ ଭାବବିହ୍ଵଳ ସୁର

ଭୁବନେଶ୍ଵର: ୭ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ଆଉ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି କଂଗ୍ରେସର ନେତା ଓ କର୍ମୀମାନେ । ସମସ୍ତଙ୍କ ମନରେ ଏକ ପ୍ରକାର ନୂଆ ଜୋସ ଭରିଯାଇଛି କଂଗ୍ରେସକୁ ସଶକ୍ତ କରିବାକୁ । ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏବେ ପଲିଟିକାଲ…

୩୧ ମାର୍ଚ୍ଚ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି

ଭୁବନେଶ୍ବର: ପୁଣି ବଢିଲା ରାସନ କାର୍ଡରେ ଇ-କେଓ୍ବାଇସି ଅବଧି । ରାସନ କାର୍ଡରେ ଇ-କେଓ୍ବାଇସି କରିବାକୁ ଆଜି ଶେଷ ଦିନ ଥିବା ବେଳେ ଲୋକଙ୍କ ଆବଶ୍ୟକତା ଦେଖି, ସମୟ ସୀମାକୁ ଆସନ୍ତା ୩୧ମାର୍ଚ୍ଚ ଯାଏଁ ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।…

ବିଶ୍ବର କ୍ଷୁଦ୍ରତମ କୁଜଥିବା ଗାଇ ‘ପୁଙ୍ଗାନୁର’:  ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା

ଭୁବନେଶ୍ବର: ଯଦି ଆପଣଙ୍କୁ କୁହାଯାଏ ଯେ ଏକ ଗୋ ପ୍ରଜାତି ଯାହାର ଶରୀର କ୍ଷୁଦ୍ରତମ କିନ୍ତୁ ଏହାର କ୍ଷୀରର ସ୍ବାଦ କ୍ରିମ୍ ଠାରୁ ବି ଅଧିକ ମିଠା, ଆପଣ ବିଶ୍ବାସ କରିବେ କି ? ବିଶ୍ଵାସ ନହେଲେ ବି ଏହା କିନ୍ତୁ ସତ । ଆମ ଭାରତରେ ହିଁ ରହିଛି ଏଭଳି ପ୍ରଜାତି । ଆନ୍ଧ୍ରପ୍ରଦେଶର ଚିତ୍ତୁର…

ଆଜିଠୁ କଳିଙ୍ଗରେ ହକି ଫାଇଟ୍; ଆଗାମୀ ବିଶ୍ବକପ୍‌ ଟିକେଟ୍‌ ଉପରେ ହର୍ମନପ୍ରୀତଙ୍କ ନଜର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଠାରୁ ହକି ପର୍ବ ଆରମ୍ଭ। ଦର୍ଶକ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ମ୍ୟାଚର ମଜା ଉଠାଇପାରିବେ । ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୪-୨୫ ସିଜନରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଆଜିଠାରୁ ଘରୋଇ ଗ୍ରାଉଣ୍ଡରେ ନିଜର ଅଭିଯାନ ଆରମ୍ଭ କରିବେ। ଆଜି…

୩୮ତମ ନ୍ୟାସନାଲ ଗେମ୍ସ; ଓଡ଼ିଶା ଖାତାକୁ ଆସିଲା ୪୬ଟି ପଦକ

ଭୁବନେଶ୍ୱର: ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାକୁ ମିଳିଛି ୪୬ଟି ପଦକ । ଏଥିମଧ୍ୟରୁ ୧୪ଟି ସ୍ବର୍ଣ୍ଣ ପଦକ, ୧୫ଟି ରୌପ୍ୟ ପଦକ ଏବଂ ୧୭ଟି କାଂସ୍ୟ ପଦକ ରହିଛି। ନ୍ୟାସନାଲ ଗେମ୍ସରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ୧୨ତମ ସ୍ଥାନ ହାସଲ କରିଛି । ଏଥିସହ ଓଡ଼ିଶା…

ମିନିଟ୍ ଟିଏ ବି ଚାଲିପାରିଲାନି ଗୃହ, ୧୨ଟା ଯାଏଁ ମୁଲତବି 

ଭୁବନେଶ୍ଵର: ଆଜି ବଜେଟ ଅଧିବେଶନର ତୃତୀୟ ଦିନରେ ବି ବିରୋଧୀଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି। କାଲି ପରି ଆଜି ମଧ୍ୟ ଗୃହ ଆରମ୍ଭରୁ ହିଁ ବିଧିଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରିଲାନାହିଁ। ଫଳରେ ୧୨ଟା ଯାଏଁ ଗୃହକୁ ମୁଲତବି…

ସଂନ୍ଧ୍ୟା ସୁଦ୍ଧା କରନ୍ତୁ, ନଚେତ୍ କଟିଯିବ ରାସନ୍ କାର୍ଡ

ଭୁବନେଶ୍ଵର: ସରକାରୀ ଯୋଜନା ଅଧୀନରେ ରାସନ କାର୍ଡଧାରୀମାନଙ୍କୁ ମାଗଣା ରାସନ ଦିଆଯାଏ l ଏଥିପାଇଁ କେବଳ ସରକାରୀ ରାସନ ବଣ୍ଟନ କେନ୍ଦ୍ରରୁ ରାସନ କାର୍ଡ ଦେଖାଇ ରାସନ ଉପଲବ୍ଧ ହୋଇଥାଏ  l କିନ୍ତୁ ବର୍ତ୍ତମାନ ଖାଦ୍ୟ ଯୋଗାଣ ବିଭାଗ ଏବଂ ଲଜିଷ୍ଟିକ୍ସ ବିଭାଗ ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ…

ମହାକୁମ୍ଭ ହେଲା ଶେଷଯାତ୍ରା; ବୋଲେରୋ-ବସ୍‌ ଧକ୍କାରେ ଚାଲିଗଲା ୧୦ ଜୀବନ, ୧୯ ଆହତ

ପ୍ରୟାଗରାଜ: ମହାକୁମ୍ଭ ଯାଉଥିବା ସମୟରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ମିର୍ଜାପୁର ଏନଏଚ୍ ରେ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବରପାଇ ପୋଲିସ…

ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା, ପ୍ରାୟ ୪୨ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ

ଭୁବନେଶ୍ୱର: ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେଉଛି । ସକାଳ ୧୦ଟା ୩୦ରେ ଆରମ୍ଭ ହେବ ପରୀକ୍ଷା । ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ, ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷା…