ଖୋଲିବ କି ନବ ଦାସଙ୍କ ଫାଇଲ? ସିବିଆଇ ତଦନ୍ତ ଦାବି କଲେ ଝିଅ ଦୀପାଳି…
ଭୁବନେଶ୍ବର: ପୁଣି ଖୋଲିବ କି ନବ ଦାସ ହାଇପ୍ରୋଫାଇଲ ମର୍ଡର ମିଷ୍ଟ୍ରି? ସତକୁ ଲୋକଲୋଚନକୁ ଆଣିବ କି ସିବିଆଇ
? ଏନେଇ କି ଆଭିମୁଖ୍ୟ ରଖିବେ ରାଜ୍ୟ ସରକାର? କାରଣ ଏବେ ଦୁଇ ବର୍ଷ ପରେ ଦୀପାଳିଙ୍କର ମନେ ପଡିଛି ମୃତ ବାପାଙ୍କ କଥା..ବହୁ ଚର୍ଚ୍ଚିତ ଦିବଙ୍ଗତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ…