‘୩୭୦ ଉଚ୍ଛେଦ ନହୋଇଥିଲେ ବି ଜାରି ରହିଥାନ୍ତା ଜମ୍ମୁ-କାଶ୍ମୀରର ବିକାଶ ଧାରା’
ଶ୍ରୀନଗର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଗସ୍ତରେ ଥିବା ବେଳେ ଗଣ୍ଡେରବଲ ଜିଲ୍ଲାରେ ସୋନାମାର୍ଗ ସୁଡ଼ଙ୍ଗର ଉଦଘାଟନ କରିବେ । ଏନେଇ ନିଜର ମତ ଦେଇ ଜମ୍ମୁ-କାଶ୍ମୀର ବିକାଶ ସହ ୩୭୦ ଧାରା ଉଚ୍ଛେଦ ଯୋଡାଯିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । …