Latest Odisha News

BREAKING NEWS

ଦେବ ନାୟାରଣ ପଣ୍ଡା ମୃତ୍ୟୁ ମାମଲା: ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି

କଟକ: ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି । ନିମ୍ନ ଅଦାଲତଙ୍କ ଏନବିଡବ୍ଲୁ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ମାଲକାନଗିରି ଏସଡିଜେଏମ କୋର୍ଟ ଜାରି କରିଥିଲେ ଏନବିଡବ୍ଲୁ । ବ୍ୟକ୍ତିଗତ ସହାୟକ ଦେବ ପଣ୍ଡା ମୃତ୍ୟୁ ମାମଲାରେ ଜାରି ହୋଇଥିଲା ସମନ । ୨ ଥର ସମନ…

ଇଶିକା ତନେଜା କିଏ? ଯିଏ ମହାକୁମ୍ଭରେ ଚର୍ଚ୍ଚାର ଶୀର୍ଘରେ ଅଛନ୍ତି

ନୂଆଦିଲ୍ଲୀ: ଇଶିକା ତନେଜା ଜଣେ ଲୋକପ୍ରିୟ ଅଭିନେତ୍ରୀ ଯିଏ କିଛି ସିନେମା ଏବଂ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ସିନେ ଜଗତରେ ନୁହେଁ ବରଂ ମହାକୁମ୍ଭରେ ଚର୍ଚ୍ଚାର ବିଷୟ ହୋଇଛନ୍ତି। କାରଣ ସେ ଗ୍ଲାମର ଜୀବନକୁ ତ୍ୟାଗ କରି ସାଧ୍ୱୀ ପାଲଟିଛନ୍ତି । ବଲିଉଡର…

ଚାମ୍ପିୟନ୍ସ ଟ୍ରଫି: ସବୁ କିଛି ପରୀକ୍ଷଣ କରିବାକୁ ରୋହିତ ପ୍ରସ୍ତୁତ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିିନିକିଆ କ୍ରିକେଟ ସିରିଜରେ ସବୁ କିଛି ପରୀକ୍ଷଣ ପାଇଁ ଅଧିନାୟକ ରୋହିତ ଶର୍ମା ପ୍ରସ୍ତୁତ । ପ୍ରଥମ ଦିନିକିଆରେ ଭାରତ ସହଜରେ ବିଜୟ ହାସଲ କରିଥିଲେ ମଧ୍ୟ ଅନାବଶ୍ୟକ ଭାବେ କେତେକ ୱିକେଟ ହରାଇଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ…

ପୁଣି ମହାକୁମ୍ଭରେ ଅଗ୍ନିକାଣ୍ଡ, ସେକ୍ଟର- ୧୮ ଟେଣ୍ଟରେ ଲାଗିଲା ନିଆଁ

ପ୍ରୟାଗରାଜ: ପୁଣି ପ୍ରୟାଗରାଜ ମହାକୁମ୍ଭରେ ଅଘଟଣ । ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ତ ଘଟିଥିବା ନେଇ ସୂଚନା ରହିଛି। ଖବର ମିଳିବା ପରେ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଛି ଓ ନିଆଁକୁ ଆୟତ୍ତ କରିଛି । ତେବେ ଟେଣ୍ଟରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।…

ଚାଷୀଙ୍କ ପାଇଁ ବଡ ଖବର: ଏହି ଦିନ ଆସିବ ପିଏମ କିଷାନର ୧୯ତମ କିସ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ବଡ଼ ଖୁସିର ଖବର। ୧୯ତମ କିସ୍ତିର ଅପେକ୍ଷାରେ ଥିବା ଲାଭାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର । ସରକାରଙ୍କ ତରଫରୁ ୧୯ତମ କିସ୍ତି ଟଙ୍କା ପ୍ରଦାନର ତାରିଖ ଧାର୍ଯ୍ୟ କରାଯାଇଛି । ରିପୋର୍ଟ ଅନୁସାରେ, ଫେବ୍ରୁଆରୀ…

ଦମ୍ପତ୍ତିଙ୍କ ଝଗଡାରେ ମହିଳା କନେଷ୍ଟବଳଙ୍କ ଏଣ୍ଟ୍ରିରୁ ତୁମୁଳକାଣ୍ଡ, ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ

ଭଦ୍ରକ: ଦମ୍ପତ୍ତିଙ୍କ ଝଗଡାରେ ମହିଳା କନେଷ୍ଟବଳଙ୍କ ଏଣ୍ଟ୍ରି କାରଣରୁ ତୁମୁଳକାଣ୍ଡ । ମହିଳା କନେଷ୍ଟବଳଙ୍କୁ ମଦ୍ୟପ ଯୁବକ ମାଡ଼ ମାରିଥିବା ଅଭିଯୋଗ । ଏହାପରେ ସଂପୃକ୍ତ ଯୁବକଙ୍କୁ ଥାନାକୁ ଆଣି ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମାଡ଼ ଖାଇଥିବା ଯୁବକଙ୍କ ସ୍ତ୍ରୀ। । ଭଦ୍ରକ…

ହଠାତ୍ କାହିଁକି ବିଧାୟକ ପ୍ରାର୍ଥୀଙ୍କ ବୈଠକ ଡାକିଲେ କେଜ୍ରିୱାଲ? ଆପ୍‌କୁ ‘ଅପରେସନ ଲୋଟସ୍’ ଚିନ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନର ଗଣନା ପୂର୍ବରୁ ଲଗାତାର ହଙ୍ଗାମା ଲାଗି ରହିଛି। 'ଅପରେସନ୍ ଲୋଟସ୍'ର ସମ୍ଭାବନାକୁ ଆକଳନ କରି, ଶାସକ ଆମ ଆଦମୀ ପାର୍ଟି (ଆପ୍) ସତର୍କତା ଅବଲମ୍ବନ କରିଛି। ଏହାକୁ ଦୃଷ୍ଟିରେ ରଖି, ଅରବିନ୍ଦ କେଜରିୱାଲ ଆଜି ଶୁକ୍ରବାର ଦଳର ଏକ ବଡ଼ ବୈଠକ…

ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ, ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ

ପୁରୀ: ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ। ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ। ଆଜି ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି କରାଯିବ। ଶ୍ରୀପଞ୍ଚମୀ ତଥା ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବୃଆରୀ ୨ ଓ ୩ ତାରିଖ ଏବଂ ଫେବୃଆରୀ ୫ ଓ ୬ ତାରିଖ…

ଭିଜିଲାନ୍ସ ରେଡ୍: ପିଡି ବାବୁଙ୍କ ସହ ୫ ଗିରଫ

ଭୁବନେଶ୍ୱର: ମାଲକାନଗିରି ଭିଜିଲାନ୍ସ ରେଡ୍ ମାମଲାରେ ପିଡି ବାବୁଙ୍କ ସହ ୫ ଜଣ ଗିରଫ ହୋଇଛନ୍ତି। ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡ଼ପ ମାମଲାରେ ଗିରଫ କରାଯାଇଛି। ସରକାରୀ ଅର୍ଥ…

ଅନେକ ବାଦବିବାଦ ପରେ ଆଜି ମୁକ୍ତିଲାଭ କରିବ ‘ସନାତନୀ’

ଭୁବନେଶ୍ଵର: ଅନେକ ବାଦବିବାଦ ପରେ ଶେଷରେ ରାଜ୍ୟର ୨୨ଟି ପ୍ରେକ୍ଷାଳୟରେ ଆଜି ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ସନାତନୀ’। ଆଜି ଅପରାହ୍ନରେ ଶ୍ରୀୟା ସ୍ବାତୀ ସ୍ତୁତି ସିନେକମ୍ପ୍ଲେକ୍ସରେ ରହିଛି ଏହାର ପ୍ରିମିୟର୍‌ ସୋ । ଅନେକ ବାଦବିବାଦ ପରେ ମଧ୍ୟ ଫିଲ୍ମ ରିଲିଜକୁ ନେଇ ରୋକ୍ ଲଗାଇନଥିଲେ…