ବିମାନ ଦୁର୍ଘଟଣାରେ ଜୀବିତ ଦୁଇ ବ୍ୟକ୍ତି କେଉଁଠି ବସିଥିଲେ? ଫ୍ଲାଇଟ ଓ ଟ୍ରେନରେ କେଉଁ ସିଟ୍ ସୁରକ୍ଷିତ?
ଡିସେମ୍ବର ୨୯ରେ ଦକ୍ଷିଣ କୋରିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଥିଲା । ମୁଆନ ବିମାନବନ୍ଦରରେ ଜେଜୁ ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ୧୮୧ ଯାତ୍ରୀ ଥିଲେ। ସେଥିମଧ୍ୟରୁ ୧୭୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ କେବଳ ୨ ଜଣ ଯାତ୍ରୀ ଜୀବିତ ଥିଲେ। ଦୁହେଁ ବିମାନ…