Latest Odisha News

BREAKING NEWS

ମୁମ୍ବାଇ-ନାଗପୁର ହାଇୱେ ରେ ୫୦ରୁ ଅଧିକ ଗାଡି଼ ପଙ୍କଚର… 

ମୁମ୍ବାଇ: ମୁମ୍ବାଇ-ନାଗପୁର ରାଜପଥରେ ୫୦ରୁ ଅଧିକ ଗାଡି଼ ପଙ୍କଚର ହୋଇପଡିଛି। ଏକ ଲୁହାର ବୋର୍ଡ ଯୋଗୁଁ ରାଜପଥରେ ଏଭଳି ଅଘଟଣ ଘଟିଛି ବୋଲି କୁହାଯାଉଛି। ଡିସେମ୍ବର ୨୯ରେ ରାତି ପ୍ରାୟ ୧୦ଟା ସମୟରେ ୱାସିମ ଜିଲ୍ଲାର ମାଲେଗାଓଁ ଏବଂ ଭାନୋଜା ଟୋଲ ପ୍ଲାଜା ମଧ୍ୟରେ ଗାଡି଼ ଗୁଡି଼କ ପଙ୍କଚର…

ଦୀର୍ଘ ୮ ବର୍ଷ ପରେ ଆଞ୍ଜେଲିନା ଜୋଲି ଓ ବ୍ରାଡ ପିଟଙ୍କ ବିବାହ ବିଚ୍ଛେଦ

ନୂଆଦିଲ୍ଲୀ: ହଲିଉଡର ସବୁଠାରୁ ହଟ ଦମ୍ପତିମାନଙ୍କ ମଧ୍ୟରୁ ଆଞ୍ଜେଲିନା ଜୋଲି ଏବଂ ବ୍ରାଡ ପିଟ ପ୍ରାୟ ଏକ ଦଶନ୍ଧି ଧରି ଏକାଠି ଥିଲେ। ୨୦୧୪ ଅର୍ଥାତ୍ ବିବାହ ପୂର୍ବରୁ ୬ଟି ସନ୍ତାନର ପିତାମାତା ହୋଇଥିଲେ। ଏବେ ସେମାନଙ୍କ ଛାଡପତ୍ର ଚୂଡାନ୍ତ ହୋଇଛି। ଜୋଲିଙ୍କ ଓକିଲ ଜେମ୍ସ ସାଇମନ୍…

କେରଳ ନର୍ସଙ୍କ ମୃତ୍ୟୁ ଦଣ୍ଡକୁ ୟେମେନ ରାଷ୍ଟ୍ରପତିଙ୍କ ଅନୁମୋଦନ, ବଞ୍ଚାଇ ପାରିବ କି ଭାରତ?

ନୂଆଦିଲ୍ଲୀ: ୟେମେନରେ କେରଳ ନର୍ସଙ୍କୁ ମିଳିଛି ମୃତ୍ୟୁ ଦଣ୍ଡ। ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ ନିମିଷା ପ୍ରିୟାଙ୍କୁ ସେହି ଦେଶରେ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ମୃତ୍ୟୁ ଦଣ୍ଡକୁ ଅନୁମୋଦନ କରିଛନ୍ତି। ନିମିଷାଙ୍କ ପରିବାର…

ଟ୍ରେନରେ ମାଗଣା ଯାତ୍ରା କରିବାକୁ ଚାହୁଁଛନ୍ତି କି, ଏହି ରେଳରେ ଆସନ୍ତି ନାହିଁ କୌଣସି ଟିଟି

ଭାରତୀୟ ରେଳବାଇକୁ ଦେଶର ଲାଇଫ୍ ଲାଇନ୍ କୁହାଯାଏ। ରେଳ ମାଧ୍ୟମରେ ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି। ରେଳ ଯାତ୍ରା ସମୟରେ ପ୍ରତ୍ୟେକ ଯାତ୍ରୀଙ୍କୁ ଟିକେଟ୍ ନେଇ ଯାତ୍ରା କରିବାକୁ ପଡେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଟ୍ରେନ୍ ବିଷୟରେ କହିବୁ ଯେଉଁଥିରେ ଆପଣ ବିନା ଟିକେଟରେ…

ରତ୍ନଗିରିରରୁ ମିଳିଲା ବୌଦ୍ଧ କୀର୍ତ୍ତିରାଜିର ଅମୂଲ୍ୟ ଅବଶେଷ..

ଯାଜପୁର: ରତ୍ନଗିରିରୁ ମିଳିଲା ବୌଦ୍ଧ କୀର୍ତ୍ତିରାଜିର ଅନ୍ୟନ୍ୟ ଅବଶେଷ । ଓଡ଼ିଶାର ଯାଜପୁର ଜିଲ୍ଲାର ରତ୍ନଗିରି ବୌଦ୍ଧ ସ୍ଥଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ଖନନ କାର୍ଯ୍ୟ ଚାଲିଥିବା ବେଳେ ଏବେ ସେଠୁ ବୌଦ୍ଧ କୀର୍ତ୍ତିରାଜିର କିଛି ଅମୂଲ୍ୟ ଅବଶେଷ ଆବିଷ୍କାର ହୋଇଛି ।…

ଆଜି ମଧ୍ୟରାତ୍ରିରୁ ଯାଞ୍ଚ: ମଦ ପିଇ ଗାଡ଼ି ଚଳାଇଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ବର: ଜିରୋ ଆଓ୍ବାରରେ ସମୟରେ ମନମାନି କଲେ କଡା କାର୍ଯ୍ୟନୁଷ୍ଠାନ । ମଦ୍ୟପାନ କରି ଗାଡି ଚଳାଇଲେ ରଦ୍ଦ ହେବ ଲାଇସେନ୍ସ । ଏପରି କି ମୋଟା ଅଙ୍କର ଟଙ୍କା ବି ଗଣିବାକୁ ପଡିବ । ନିୟମ ଉଲଘଂନ କରି ଦ୍ରୁତଗତି ଏବଂ ବେପୁରୁଆ ଭାବେ ଗାଡି ଚାଳନା କରୁଥିବା ଚାଳକକୁ ସାବାଡ କରିବା ପାଇଁ ଏଭଳି…

କେଉଁ ସବୁ ଦେଶ ଚନ୍ଦ୍ରରୁ ଆଣିଛନ୍ତି ମାଟି, ଏଥିରୁ ମିଳିଛି କି ନୂଆ ତଥ୍ୟ?

ଚନ୍ଦ୍ର ଆମ ପୃଥିବୀଠାରୁ ପ୍ରାୟ ୩,୮୪,୪୦୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ଚନ୍ଦ୍ର ବିଜ୍ଞାନର ଏକ ଲାବୋରେଟୋରୀରେ ପରିଣତ ହୋଇଛି, ଯେଉଁଠାରେ ଅନେକ ଦେଶ ନିଜର ମିଶନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଆମେରିକା,ଋଷ, ଚୀନ୍ ଏବଂ ଭାରତ ହେଉଛି ଏକମାତ୍ର ଦେଶ ଯେଉଁମାନେ ଚନ୍ଦ୍ରରେ…

ନୂଆବର୍ଷରୁ ମିଳିବନି ରାସନ, ଶୀଘ୍ର କରନ୍ତୁ କରନ୍ତୁ ଏହି କାମ…

ଭୁବନେଶ୍ଵର: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅନୁଯାୟୀ ଭାରତ ସରକାର ଦେଶର କୋଟି କୋଟି ଲୋକଙ୍କୁ ମାଗଣା ଏବଂ ଶସ୍ତା ରାସନର ସୁବିଧା ପ୍ରଦାନ କରୁଛନ୍ତି। ଏହି ଯୋଜନାର ଲାଭ ପାଇବା ପାଇଁ ରେସନ କାର୍ଡ ବାଧ୍ୟତାମୂଳକ ଅଟେ । କିନ୍ତୁ ଜାନୁଆରୀ ୧, ୨୦୨୫ରୁ ରେସନ କାର୍ଡରେ କିଛି…

ସାମ୍ବାଦିକଙ୍କ ପାଇଁ ଫିଟିଲା ସଚିବାଳୟ ଦ୍ବାର

ଭୁବନେଶ୍ବର: ଲୋକସେବା ଭବନ ଭିତରେ ଖବର ପ୍ରସାରଣକୁ ନେଇ ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣାକୁ ଆଜି ଉଚ୍ଛେଦ କରିଛନ୍ତି ରାଜ୍ୟ ସରକାର । ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବଦିକଙ୍କୁ ଅନୁମତି ମିଳିଛି । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି…