ଠିକ୍ ସମୟରେ ବିଦ୍ୟୁତ ବିଲ୍ ଭରି ପୁରସ୍କୃତ ହେଲେ ୪୨ ଉପଭୋକ୍ତା
ଭୁବନେଶ୍ବର: ଠିକ ସମୟରେ ବିଦ୍ୟୁତ ବିଲ ଭରି ପୁରସ୍କୃତ ହେଲେ ଉପଭୋକ୍ତା। ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣଙ୍କୁ ପୁରସ୍କୃତ କରାଯାଇଛି। ଟିପିସିଓଡିଏଲ ପକ୍ଷରୁ “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍” ମାଧ୍ୟମରେ ଠିକ୍ ସମୟରେ ଦେୟ ଦେଉଥିବା ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣ…