ବରୁଣ ଧୱନଙ୍କ ‘ବେବି ଜନ୍’ ଟ୍ରେଲର ରିଲିଜ ସସପେନ୍ସରୁ ଉଠିଲା ପରଦା…
ମୁମ୍ବାଇ: ୨୦୨୪ ଶେଷ ହେବାକୁ ଯାଉଛି ଏବଂ ଡିସେମ୍ବର ମାସରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଦର୍ଶକଙ୍କୁ ମନୋରଞ୍ଜନ କରୁଛି । ଅଲୁ ଅର୍ଜୁନଙ୍କ 'ପୁଷ୍ପା-୨' ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି । ଏହି ସମୟରେ, ବରୁଣ ଧୱନଙ୍କ 'ବେବି ଜନ୍' ମଧ୍ୟ ଡିସେମ୍ବର ୨୫ ରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ…