Latest Odisha News

BREAKING NEWS

ଗାଭାସ୍କର କହିଲେ ହୋଟେଲ ରୁମରେ ଯାଇ ବିଶ୍ରାମ ନେବା ବଦଳରେ ଅଭ୍ୟାସ କର

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟ ୨ ଦିନ ପୂର୍ବରୁ ଶେଷ ହୋଇଯାଇଛି । ଏହି ମ୍ୟାଚରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଫଳାଫଳ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ହାତରେ ସମୟ ଅଛି ।…

ଅଟକିଲା କୃଷକଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ

ନୂଆଦିଲ୍ଲୀ: ଅଟକିଲା କୃଷକଙ୍କ 'ଦିଲ୍ଲୀ ଚଲୋ' ଆନ୍ଦୋଳନ। କୃଷକ ନେତା ସରଭନ ସିଂ ପାଣ୍ଡେର୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆସନ୍ତାକାଲି ଆମେ ଏକ ବୈଠକ କରିବୁ। ଏଥିରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା ଏବଂ କିସାନ୍ ମଜଦୁର ମୋର୍ଚ୍ଚା ସହ ବୈଠକ ପରେ ରଣନୀତି ଉପରେ ନିଷ୍ପତ୍ତି ନେବେ।…

କେବଳ ଏହିମାନେ ଦେଇପାରିବେ ଫୋନ ଟାପିଂ ଅର୍ଡର, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ: ଏବେ ରାଜ୍ୟ ସ୍ତରରେ ପୋଲିସ ମହାନିର୍ଦ୍ଦେଶକ (ଆଇଜି) କିମ୍ବା ଏହା ଠାରୁ ଉଚ୍ଚ ପଦସ୍ଥ ଅଧିକାରୀ ହିଁ ଆପତକାଳୀନ ସ୍ଥିତିରେ ଫୋନ୍ ଇଣ୍ଟର୍ସ୍ପେଶନ କିମ୍ବା ଟାପିଂ ପାଇଁ ଆଦେଶ ଦେଇପାରିବେ । ଫୋନ୍ ଇଣ୍ଟରସେସ୍ପନ ପାଇଁ ସରକାର ଏହି ନୂତନ ନିୟମ ଜାରି କରିଛନ୍ତି । ନୂତନ ନିୟମ…

ମହାକୁମ୍ଭ ମେଳା ୨୦୨୫: ଜାଣନ୍ତୁ କେବେ ଆରମ୍ଭ ଓ ମହାସ୍ନାନର ଯୋଗ କେବେ ରହିଛି

ନୂଆଦିଲ୍ଲୀ: ୨୦୨୫ ମସିହାରେ ମହାକୁମ୍ଭ ମେଳା ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି | ଆସନ୍ତୁ ଜାଣିବା ମହାକୁମ୍ଭ ୨୦୨୫ ସହିତ ଜଡିତ ଗୁରୁତ୍ଵପୂର୍ଣ୍ଣ ଜିନିଷ ସମ୍ବନ୍ଧରେ.. ମହାକୁମ୍ଭ ମେଳା ପ୍ରତି ୧୨ବର୍ଷରେ ଆୟୋଜିତ ହୁଏ ଯେତେବେଳେ ସୂର୍ଯ୍ୟ ମେଷ ରାଶିରେ ଓ ବୃହସ୍ପତି ଗ୍ରହ…

୨ କୋଟି ଟଙ୍କା ମୂଲ୍ୟର ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅରଡ଼ ବଜାରରୁ ୨ କେଜିର ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ବ୍ରାଉନସୁଗାର କାରବାର କରୁଥିବା ଅଭିଯୁକ୍ତ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲା ଅମଜାଦ ଖାନ । ତେବେ ଜବତ ୨ କେଜି ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ବାଂଲାଦେଶ ଚାମ୍ପିୟନ

ଶାରଜା: ଆଜି ଭାରତୀୟ କ୍ରିକେଟପ୍ରେମୀଙ୍କ ନିରାଶର ଦିନ ଥିଲା । ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ପରେ ଏବେ ୧୯ ବର୍ଷ କମ ଏସିଆ କପରେ ଟାଇଟଲ ହାତଛଡା କରିଛି । ରବିବାର ଅନୁଷ୍ଠିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତକୁ ୫୯ ରନରେ…

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ୍ କୁଟ୍ଟେ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ୍‌ କୁଟ୍ଟେ। ବିବାଦୀୟ ଆଇପିଏସ୍ ଆଶିଷ ସିଂ ପରେ ଏବେ କୁଟ୍ଟେଙ୍କୁ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି। ବିଏସ୍ଏଫ୍ ଆଇଜି ଭାବେ ସେ ଡେପୁଟେସନରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ…

ଡ୍ରେନ୍ କାମ ବେଳେ ଜଣେ ଶ୍ରମିକ ମୃତ, ୨ ଗୁରୁତର

କଟକ: ଡ୍ରେନ୍ କାମବେଳେ ଅଘଟଣ। ପୁଣି କଟକରେ ଡ୍ରେନରେ ଯାଇଛି ଜୀବନ। କଟକରେ ଡ୍ରେନ କାମ ସମୟରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର। କଟକର ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମବେଳେ ଏହି ଅଘଟଣ ଘଟିଛି। ସିଏମସିର ଡ୍ରେନ୍ କାମବେଳେ ପାଖରେ ଥିବା କାନ୍ଥ ଭୁଶୁଡ଼ିବାରୁ ଏହି ଦୁଇ ଶ୍ରମିକ ଚାପି…

ସଙ୍ଗୀତକୁ ବିଦାୟ ଦେବେ ଏଆର ରେହମାନ୍! କହିଦେଲେ ପୁଅ….

ମୁମ୍ବାଇ: ଆଉ ଫ୍ୟାନ୍ସଙ୍କୁ ଶୁଭିବନି ରେହମାନଙ୍କ ସ୍ୱର। ସଙ୍ଗୀତ ଜଗତରୁ ଏବେ ବିଦାୟ ନେବାକୁ ଚାହୁଁଛନ୍ତି ରେହମାନ। ପତ୍ନୀ ସାଇରା ବାନୁଙ୍କ ସହ ଛାଡ଼ପତ୍ର ପରେ ଏମିତି କିଛି ବଡ ନିଷ୍ପତି ନେବାକୁ ଯାଉଛନ୍ତି ରେହମାନ୍। ରେହମାନ କିଛି ବର୍ଷ ପାଇଁ ସଙ୍ଗୀତ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି…

ପୁଣି ଡରାଇଲାଣି ମହାମାରୀ, ନେଲାଣି ୭୯ ଜୀବନ 

ନୂଆଦିଲ୍ଲୀ: ପୁଣି ଡରାଇଲାଣି ମହାମାରୀ। କଙ୍ଗୋରେ ଡିଜିଜ ଏକ୍ସ ମହାମାରୀ ଏଯାବତ୍ ୭୯ ଜୀବନ ଯାଇଥିବା ସୂଚନା ମିଳିଛି । ତେବେ କାହିଁକି ହଠାତ୍ ଏହି ମହାମାରୀ ମୁଣ୍ଡ ଟେକିଛି ସେନେଇ କିଛି ସ୍ପଷ୍ଟ କାରଣ ଆସିନଥିବା ବେଳେ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ସ୍ବାସ୍ଥ୍ୟ ଅଧିକାରୀମାନେ ଏହି…