ଅରୁଣାଚଳର ପର୍ବତ ଶିଖରରେ ଉଡିଲା ତ୍ରିରଙ୍ଗା, ଡ୍ରାଗନ୍କୁ ଗଲା କଡା ସନ୍ଦେଶ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଡ୍ରାଗନର ପୁଣି ନାଲି ଆଖି । ଅରୁଣାଚଳକୁ ପୁଣି ନିଜର ବୋଲି ଦାବି କରିଛି ଚୀନ୍ । ଦେଇଛି ଚିରାଚରିତ ବୟାନ । ଅରୁଣାଚଳ ପ୍ରଦେଶ ଓ ଲଦ୍ଦାଖରେ ଭାରତ ଯାହା ବି କଲେ ଚୀନ୍ କଡା ପ୍ରତିକ୍ରିୟା ଦେଉଛି, ଯାହା କି ବେଜିଂ ପାଇଁ ଏକ ପ୍ରକାର ଅଭ୍ୟାସରେ ପରିଣତ…