Latest Odisha News

BREAKING NEWS

ସାଙ୍କେତିକ ଭାଷା ହେବ ସୁଦୃଢ, ପିଏମ ଇ-ବିଦ୍ୟା ଡିଟିଏଚ ଚ୍ୟାନେଲ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀ ଭିତ୍ତିକ ପାଠ୍ୟଖସଡା ତଥା ଯୋଗାଯୋଗ ଦକ୍ଷତା କ୍ଷେତ୍ରରେ ହେବେ ସୁଦୃଢ। ଏହି ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ସାଙ୍କେତିକ ଭାଷା(ଆଇଏସଏଲ) ପାଇଁ…

ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍: ଗଫଲତି କଲେ କୋଟିଏ ଜରିମାନା

ଭୁବନେଶ୍ଵର: ରାଜ୍ୟ ପରୀକ୍ଷା ବ୍ୟବସ୍ଥାକୁ ନେଇ କଠୋର ହୋଇଛନ୍ତି ରାଜୟ ସରକାର। ପରୀକ୍ଷାରେ ଗଫଲତି ରୋକିବାକୁ ଆଣିଛନ୍ତି ନୂଆ ବିଲ୍। ଆଜି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍‌ରେ ପରୀକ୍ଷାରେ ହେରଫେର କରୁଥିବା ବ୍ୟକ୍ତି ବିଶେଷ ଅବା ସରକାରୀ…

ଦ୍ଵିତୀୟ-ଅଷ୍ଟମ ପର୍ଯ୍ୟନ୍ତ ଖାଲିଥିବା ଆରଟିଇ ୨୫% ମାଗଣା ସିଟରେ ନାମଲେଖା ପାଇଁ ଦାବି

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ (ଆରଟିଇ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବେସରକାରୀ ବା ପ୍ରାଇଭେଟ ସ୍କୁଲରେ ବ୍ୟବସ୍ଥା ରହିଛି। ଏହି ଅନୁସାରେ ରାଜ୍ୟରେ 'ପାରଦର୍ଶି ପୋର୍ଟାଲ' ମାଧ୍ୟମରେ ପ୍ରଥମ ଶ୍ରେଣୀ ଓ ପୂର୍ବ ପ୍ରାଥମିକ…

ଛାଡ଼ପତ୍ର ଚର୍ଚ୍ଚାର ଅନ୍ତ! ଏକାଠି ନଜର ଆସିଲେ ଅଭିଷେକ-ଐଶ୍ୱର୍ଯ୍ୟା

ମୁମ୍ବାଇ: ଦୀର୍ଘ ଦିନ ଧରି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ନେଇ ଖବର ଚର୍ଚ୍ଚାରେ ରହିଥିଲା । ବର୍ତ୍ତମାନ ଏହି ଦମ୍ପତ୍ତି ଛାଡପତ୍ର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦମ୍ପତିଙ୍କ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ…

ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ହେବ ଉନ୍ନତି। ରାଜ୍ୟରେ ସ୍ଥାପନ ହେବ ୮ କେନ୍ଦ୍ରୀୟ ବିଦ୍ୟାଳୟ। ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ…

ପୂର୍ବ ସରକାରଙ୍କ ସମୟରେ ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ଏଏସଓ ଚାକିରି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪କୁ ବିଚାରକୁ ନେବା ଉଦ୍ଦେଶ୍ୟରେ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ।…

ବଡଗଡ଼ରେ ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା ମାମଲାର ଆସିଲା ରାୟ

ଗଞ୍ଜାମ: ଧରାକୋଟ ବଡଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମରେ ଅତି ନିର୍ମମ ଭାବେ ଯୁବକଙ୍କ ଗଳା କାଟି ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି । ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଅଙ୍ଗଦ ରାଉତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା…

‘ଜୟନ୍ତୀ ରୋହି’ ଚାଷ କରି ପାଆନ୍ତୁ ଲାଭ

ଭୁବନେଶ୍ବର: ମାଛ ଚାଷ ସଠିକ୍ ଭାବରେ ପରିଚାଳନା କଲେ ଭଲ ଲାଭ ମିଳିଥାଏ । ସେଥିମଧ୍ୟରୁ ‘ଜୟନ୍ତୀ ରୋହି’କିସମର ମାଛକୁ ଚାଷ କଲେ କମ୍ ଦିନରେ ଅଧିକ ଉତ୍ପାଦନ ମିଳିଥାଏ । ଯାହା ଲାଭଦାୟକ । 'ଜୟନ୍ତୀ ରୋହି' ହେଉଛି ଅଧିକ ବଢିପାରୁଥିବା ଅନୁବାଂଶିକ ବିକଶିତ ରୋହି ମାଛ । ଏହା ସାଧାରଣ ରୋହି…

ସତ୍ତାକୁ ଫେରିଲେ କ’ଣ କରିବେ କେଜ୍ରିଓ୍ବାଲ? ଦେଲେ ଏପରି ଉତ୍ତର…

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ବିଜୟ ଦାବି କରି କହିଛନ୍ତି ଯେ ଆମର କାର୍ଯ୍ୟ ଆଧାରରେ ଆମେ ଲୋକଙ୍କ ପାଖକୁ ଯାଉଛୁ । ଏକ ଜାତୀୟ ଗଣମାଧ୍ୟମ ସହ କଥାହେବା ସମୟରେ ଏହା କହିଥିଲେ । ଯେତେବେଳେ ତାଙ୍କୁ…

ବିଶ୍ବର ଶ୍ରେଷ୍ଠ ୧୦୦ ଆକର୍ଷଣୀୟ ସହର ତାଲିକାରେ ଭାରତର କେବଳ ଏହି ସହର ଶାମିଲ..

ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ ୧୦୦ଆକର୍ଷଣୀୟ ସହର ତାଲିକାରେ ଭାରତର କେବଳ ଗୋଟିଏ ସହର ସ୍ଥାନ ପାଇଛି । ଲଗାତାର ଚତୁର୍ଥ ବର୍ଷ ପାଇଁ ପ୍ୟାରିସ ଦୁନିଆର ସବୁଠାରୁ ଆକର୍ଷଣୀୟ ସହର ଭାବରେ ଏହି ଆଖ୍ୟା ବଜାୟ ରଖିଛି | ଏକ ଡାଟା ଆନାଲିଟିକ୍ସ କମ୍ପାନୀ ୟୁରୋମୋନିଟର ଇଣ୍ଟରନ୍ୟାସନାଲ୍ରର ସଦ୍ୟତମ…