Latest Odisha News

BREAKING NEWS

ଫ୍ଲାଏଓଭରରେ ଟ୍ରାଫିକ ଜାମ୍, ଗାଡି଼ ଛାଡି ଚାଲିଚାଲି ଘରକୁ ଗଲେ ଲୋକେ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ହେତୁ ବୁଧବାର ରାତିରେ ଟ୍ରାଫିକ ଜାମ୍ ଯୋଗୁଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏପରିକି ଲୋକମାନେ ଅନେକ ଘଣ୍ଟା ଧରି ଟ୍ରାଫିକ୍ ଜାମରେ ଫସି ରହି ନୟାନ୍ତ ହୋଇପଡିଥିଲେ। ତେବେ ବେଙ୍ଗାଲୁରୁକୁ…

କାନାଡାରେ ପ୍ରଥମ: ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦେବାକୁ ଦାବି, ବଢିଲା ପ୍ରଧାନମନ୍ତ୍ରୀଙ୍କ ଅଡ଼ୁଆ

ନୂଆଦିଲ୍ଲୀ‌: କାନାଡା ପ୍ରଧାନମନ୍ତ୍ରୀଙ୍କ ବଢିଲା ଅଡ଼ୁଆ। ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦେବାକୁ ଦାବି। ଭାରତ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି ଦଳୀୟ ସାଂସଦ। ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ଡେଡଲାଇନ୍…

ଉତ୍ତରପ୍ରଦେଶ ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ବିଜେପି

ବାରଣାସୀ: ଆସନ୍ତା ନଭେମ୍ବର 13ରେ ଉତ୍ତରପ୍ରଦେଶର 9ଟି ବିଧାନବସଭା ଆସନରେ ଅନୁଷ୍ଠିତ ହେବ ଉପ-ନିର୍ବାଚନ l ସେହିପରି ନଭେମ୍ବର 23ରେ ପ୍ରକାଶ ପାଇବା ଫଳ l ଉପ-ନିର୍ବାଚନ ପାଇଁ ସବୁ ଦଳ ନିଜର ପ୍ରଚାର ପ୍ରସାର ଆରମ୍ଭ କରିଥିବା ବେଳେ ବିଜେପି 7 ଟି ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି l…

ବାତ୍ୟାକୁ ଦେଖି କଳାବଜାରୀ କରୁଛନ୍ତି କି ବିକ୍ରେତା? ଏହି ନମ୍ୱରରେ କଲ୍ କରନ୍ତୁ….

ଭୁବନେଶ୍ୱର: କରାଳ ରୂପ ନେଇ ଧୀରେ ଧୀରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଦାନା'। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ସେପଟେ କିନ୍ତୁ ବାତ୍ୟା ଦାନାର…

୧୭୦ ବର୍ଷର ଇତିହାସ…ଆମେରିକାରେ ମଙ୍ଗଳବାର ହିଁ କାହିଁକି ହୁଏ ରାଷ୍ଟ୍ରପତି ନିର୍ବାଚନ ?

ୱାସିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଛି। ନଭେମ୍ବର ୫ ତାରିଖରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଲା ହାରିସ୍ ଏବଂ ରିପବ୍ଲିକନ୍ ପାର୍ଟିର ପ୍ରାର୍ଥୀ…

ସ୍ଥଳଭାଗ ମୁହାଁ ବାତ୍ୟା: ପ୍ରଭାବରେ ବଢୁଛି ବର୍ଷା, ପାରାଦୀପରେ ସର୍ବାଧିକ 

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ମୁହାଁଇଲାନି 'ଦାନା'। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଛି। ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ…

ପ୍ରକାଶ ପାଇଲା ଏମବିବିଏସ ବିଡିଏସ ଅପଗ୍ରେଡ୍‌ ଲିଷ୍ଟ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଏମବିବିଏସ କାଉନସେଲିଂ ସ୍ଥଗିତ l ବାତ୍ୟା ପାଇଁ ସ୍ଥଗିତ ହେଲା ମେଡିକାଲ କାଉନସେଲିଂ l ଆଜି ଓ ଆସନ୍ତାକାଲି ଥିଲା କାଉନସେଲିଂ l ବାତ୍ୟା ପାଇଁ ମେଡିକାଲ କଲେଜ ଓ ଓଜେଇଇ କେନ୍ଦ୍ରକୁ ଆସିବାକୁ ମନା କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ l…

ମାଡ଼ି ଆସୁଛି ‘ଦାନା’: ସାଙ୍ଗରେ ନେଇ ଆସୁଛି ଜୁଆର

ଭୁବନେଶ୍ୱର: ପାଖେଇ ପାଖେଇ ଆସୁଛି ବାତ୍ୟା 'ଦାନା'। ଗତକାଲିଠାରୁ ବେଗ କ୍ରମଶଃ ହ୍ରାସ ପାଇଥିଲେ ମଧ୍ୟ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।ଏହାର ପ୍ରଭାବରେ ଏବେ ଅଶାନ୍ତ ହେଲାଣି ସମୁଦ୍ର। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସିଲାଣି। ଧିରେ ଧିରେ ପବନର ବେଗ…

ମାଡି ଆସୁଛି ଭୀଷଣ ବାତ୍ୟା ଦାନା: ଦୁଇ ରାଜ୍ୟରେ ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ତାହା ଲ୍ୟାଣ୍ଡଫଲ୍‌ କରିବ। ହେଲେ ଲ୍ୟାଣ୍ଡଫଲ୍ ପରେ ଏହାର ଗତିପଥ ସାମାନ୍ୟ ରିକର୍ଭ…

ବଡଖବର: ଲ୍ୟାଣ୍ଡଫଲ୍‌ ପରେ ବଦଳିପାରେ ବାତ୍ୟାର ମୋଡ

ଭୁବନେଶ୍ୱର: ଆସିଲା ବଡ ଖବର l ଲ୍ୟାଣ୍ଡଫଲ୍‌ ପରେ ବୁଲିପାରେ ବାତ୍ୟା ଦାନା l ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ସାମାନ୍ୟ ରିକର୍ଭ କରିପାରେ l ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି l ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ପଶ୍ଚିମ ଓ ପଶ୍ଚିମ ଦକ୍ଷିଣ…