ମେଜରଙ୍କୁ ଦୁର୍ବ୍ୟବହାର ଘଟଣା: ମୂଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
ଭୁବନେଶ୍ବର: ବିଚ୍ ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ । ତୁରନ୍ତ ମେଜରଙ୍କୁ ରାସ୍ତାରେ ଦୁର୍ବ୍ୟହାର କରିଥିବା ରୋଡ୍ ରୋମିଓଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ମେଜରଙ୍କ ଏତଲା…