Latest Odisha News

BREAKING NEWS

ବାତ୍ୟା ପାଇଁ ପ୍ରଭାବିତ ହେବ ୪୦ ବିମାନ ସେବା

ଭୁବନେଶ୍ୱର: ବାତ୍ୟା ପାଇଁ ଭୁବନେଶ୍ବରରେ ୪୦ ବିମାନ ସେବା ପ୍ରଭାବିତ ହେବ l ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ l ଆଜି କ୍ବାଲାଲାମ୍ପୁରକୁ ବିମାନ ସେବା ବନ୍ଦ ରହିବ l ବାତ୍ୟା ପାଇଁ ଭୁବନେଶ୍ବରରେ ପବନର ବେଗ ୩୫ରୁ ୪୦ କିମି ରହିବ l ଏହି ତୀବ୍ରତାରେ ବିମାନ ଉଡ଼ିବା…

‘ଗଜନୀ ୨’ ପାଇଁ ଏକାଠି ସୁଟିଂ କରିବେ କି ଆମିର ଓ ସୁରିୟା… 

ମୁମ୍ବାଇ: ୨୦୦୮ ମସିହାରେ ଆମୀର ଖାନଙ୍କ ସୁପରହିଟ ଫିଲ୍ମ 'ଗଜନୀ' ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ପାର୍ କରିଥିଲା। ପ୍ରାୟ ୧୬ବର୍ଷ ପରେ ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସିକ୍ୱେଲ୍ ତିଆରି କରିବାକୁ ନିର୍ମାତା ମାନେ ଚିନ୍ତା କରିଛନ୍ତି। ଆମୀର ଖାନ ଏନେଇ ନିର୍ମାତା ଅଲୁ ଅରବିନ୍ଦ ଏବଂ ମଧୁ…

ସ୍ଥଳଭାଗ ମୁହାଁ ବାତ୍ୟା ଦାନା: ଏଯାବତ୍ ୩ ଲକ୍ଷ୍ୟ ଲୋକ ସ୍ଥାନାନ୍ତର 

ଭୁବନେଶ୍ୱର: ବଳ ଗୋଟାଇ ସ୍ଥଳଭାଗ ମୁହାଁ ଅଗ୍ରସର ହେଉଛି ବାତ୍ୟା ଦାନା । ଆଜି ବିଳମ୍ୱିତ ରାତିରୁ କାଲି ସକାଳ ଭିତରେ ସ୍ଥଳଭାଗ ଛୁଇଁବ। ଏଥିପାଇଁ ମୁଖ୍ୟ ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ବାତ୍ୟାର ପ୍ରଭାବ ସବୁଠୁ ଅଧିକ ରହିବା ନେଇ…

ଆପଣ ଅତ୍ୟଧିକ ପାଣି ପିଉଛନ୍ତି କି ?

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଶୁଣିଥିବେ ଯେ ସମସ୍ତେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ୍। ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକ ପାଣି ପିଇଲେ ଦେହ ହାଇଡ୍ରେଟ୍ ରହେ। କିନ୍ତୁ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇପାରେ। ସାଧାରଣତଃ ଦେଖାଯାଏ ଯେ ଲୋକଙ୍କ ମନରେ…

୨୦ ଟଙ୍କା ପାଇଁ ଝିଅକୁ ମାରିଦେଲା ସାବତ ମା’

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ପୋଡାସାହି ଗ୍ରାମରେ ୨୦ ଟଙ୍କାର ଦହି ବରା ଖାଇଦେବାରୁ ଜଣେ ନାବାଳିକା ଝିଅକୁ ପିଟିପିଟି ହତ୍ୟା କରିଛି ସାବତ ମା'। ପୋଲିସ ଏହି ଘଟଣାରେ ଗୁରୁବାର ମହିଳାଙ୍କୁ ଅଟକ ରଖିଛି। ମୃତକ ଜଣକ ନବମ ଶ୍ରେଣୀର ଛାତ୍ରୀ ତୁଳସୀ (୧୪) ବୋଲି…

ଥମୁନି ଟାର୍ଗେଟ୍‌ କିଲିଂ ମାମଲା: ପୁଣି ଜଣେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼

ଶ୍ରୀନଗର: ପୁଲଓ୍ୱାମାର ତ୍ରାଲ ଅଞ୍ଚଳରେ ପୁଣି ଜଣେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼। ଏଥିରେ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି। ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଟାର୍ଗେଟ୍‌ କିଲିଂ ମାମଲା ବୃଦ୍ଧି ପାଇଛି। ପ୍ରବାସୀ ଶ୍ରମିକଙ୍କୁ କରାଯାଉଛି ଟାର୍ଗେଟ୍। ସପ୍ତାହେ ଭିତରେ ଏହା ତୃତୀୟ…

ବାତ୍ୟା ନେଇ ବଡ଼ ସୂଚନା: ତାଳଚୁଆରେ ଲ୍ୟାଣ୍ଡଫଲ୍! 

ଭୁବନେଶ୍ୱର: ବାତ୍ୟାର ଗତିପଥକୁ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି। ଯେତେ ଯେତେ ସ୍ଥଳଭାଗ ମୁହାଁ ପାଖେଇ ଆସୁଛି ଦାନା, ସେତେ ସେତେ ଗତିପଥ ସ୍ଫଷ୍ଟ ହେଉଛି। ତେବେ ସ୍ଥଳଭାଗ ଛୁଇଁଲା ପରେ ଦାନା ସାମାନ୍ୟ ଗତିପଥ ବଦଳାଇ ପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଓଡ଼ିଶା…

‘ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ: ୧୩ ଜିଲ୍ଲାରେ ଆଲର୍ଟରେ ସରକାର’

ଭୁବନେଶ୍ୱର: ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ବାତ୍ୟା ଦାନା। ଗୁରୁବାର ରାତି ଶୁକ୍ରବାର ସକାଳ ସୁଦ୍ଧା ଏହା ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା ଥିବା ବେଳେ ଏଥିପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ମନ୍ତ୍ରୀ କହିଛନ୍ତି,…

ଫ୍ଲାଏଓଭରରେ ଟ୍ରାଫିକ ଜାମ୍, ଗାଡି଼ ଛାଡି ଚାଲିଚାଲି ଘରକୁ ଗଲେ ଲୋକେ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ହେତୁ ବୁଧବାର ରାତିରେ ଟ୍ରାଫିକ ଜାମ୍ ଯୋଗୁଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏପରିକି ଲୋକମାନେ ଅନେକ ଘଣ୍ଟା ଧରି ଟ୍ରାଫିକ୍ ଜାମରେ ଫସି ରହି ନୟାନ୍ତ ହୋଇପଡିଥିଲେ। ତେବେ ବେଙ୍ଗାଲୁରୁକୁ…

କାନାଡାରେ ପ୍ରଥମ: ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦେବାକୁ ଦାବି, ବଢିଲା ପ୍ରଧାନମନ୍ତ୍ରୀଙ୍କ ଅଡ଼ୁଆ

ନୂଆଦିଲ୍ଲୀ‌: କାନାଡା ପ୍ରଧାନମନ୍ତ୍ରୀଙ୍କ ବଢିଲା ଅଡ଼ୁଆ। ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦେବାକୁ ଦାବି। ଭାରତ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି ଦଳୀୟ ସାଂସଦ। ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ଡେଡଲାଇନ୍…