ବିହାରରେ ସ୍କୁଲ ବସକୁ ଜାଳିବାକୁ ଉଦ୍ୟମ କରୁଥିଲେ ବିକ୍ଷୋଭକାରୀ!
ଗୋପାଳଗଞ୍ଜ: ଗୋପାଳଗଞ୍ଜରେ ଭାରତ ବନ୍ଦ ସମୟରେ ଏକ ସ୍କୁଲ ବସକୁ ଘେରି ଯାଇଥିଲେ ବିକ୍ଷୋଭକାରୀ। ଏହି ସମୟ ମଧ୍ୟରେ ୨୦ରୁ ଅଧିକ ସ୍କୁଲ ପିଲା ବସରେ ଉପସ୍ଥିତ ଥିଲେ। ଏପରିକି ରାସ୍ତାରେ ନିଆଁ ଲଗାଇ ଯାନବାହାନ ଅଟକାଇ ଦେଇଥିଲେ।
ଗୋପାଳଗଞ୍ଜ ଏସପି ସ୍ୱର୍ଣ୍ଣ ପ୍ରଭାତ କହିଛନ୍ତି ଯେ 'ପ୍ରତ୍ୟେକ…