ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, ଥିରୁଭନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ
ଥିରୁଅନନ୍ତପୁରମ: ମୁମ୍ବାଇ-ଥିରୁଅନନ୍ତପୁରମ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ। ବୋମା ଧମକ ନେଇ ପାଇଲଟଙ୍କ ସୂଚନା ପରେ ବିମାନରେ ବୋମା ଆତଙ୍କ। ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଏମର୍ଜେନ୍ସୀ ଘୋଷଣା। ଆଇସୋଲେସନ ସ୍ଥାନରେ ବିମାନକୁ ରଖି ଯାତ୍ରୀଙ୍କୁ କରାଗଲା ସ୍ଥାନାନ୍ତର।
ଏହି ଘଟଣାକୁ…