Latest Odisha News

BREAKING NEWS

ସେନା ବନାମ ପୋଲିସ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ପ୍ରେମିକାଙ୍କୁ ଆକ୍ରମଣ ଓ ଅସଦାଚରଣ ଘଟଣାକୁ ନେଇ ବିବାଦ ବଢୁଥିବା ବେଳେ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସାରା ଦେଶରେ ଚର୍ଚ୍ଚାରେ ବିଷୟ…

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ମେଗାଷ୍ଟାର ଚିରଞ୍ଜିବୀ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ଚିରଞ୍ଜିବୀଙ୍କ ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏହି ମେଗାଷ୍ଟାର ତାଙ୍କ ୪୫ ବର୍ଷ କ୍ୟାରିୟରରେ ୫୩୭ ଗୀତରେ ୨୪ ହଜାର ପ୍ରକାରର ଡ୍ୟାନ୍ସ ମୁଭ କରିଛନ୍ତି । ବଲିଉଡ ଅଭିନେତା ଅମୀର ଖାଁ ତାଙ୍କୁ ଏଥିନେଇ ସ୍ୱତନ୍ତ୍ର…

ଡ୍ରୋନ୍ ଚୁକ୍ତି ଏବଂ ସେମିକଣ୍ଡକ୍ଟର ପ୍ଲାଣ୍ଟ ଜରିଆରେ ଆହୁରି ମଜବୁତ ହେଲା ଆମେରିକା-ଭାରତ ସମ୍ପର୍କ

ଓ୍ୱାଶିଂଟନ: ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରତିରକ୍ଷା ଭାଗିଦାରୀ ଉପରେ ଆଲୋଚନା କରିବା ସହ ଡ୍ରୋନ କିଣିବା ଏବଂ ମିଳିତ ସାମରିକ ଅଭ୍ୟାସ ଉପରେ ଦୁଇ ଦେଶ ବିଶେଷ…

ମୋର୍ଣ୍ଣେଙ୍କ ଶତକ: ଗୁଜରାଟ ଗ୍ରେଟ୍ସ ନିକଟରୁ ଟୋୟାମ ହାଇଦ୍ରାବାଦ ପରାସ୍ତ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ମୋର୍ଣ୍ଣେ ଭ୍ୟାନ ୱିକଙ୍କ ବିସ୍ଫୋରକ ଶତକ ସହାୟତାରେ ଗୁଜରାଟ ଗ୍ରେଟସ ୮ ୱିକେଟରେ ଟୋୟାମ ହାଇଦ୍ରାବାଦକୁ ପରାସ୍ତ କରିଛି । ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା । ହାତରେ ଆଉ ୩ଟି ବଲ ବାକିଥିବା ବେଳେ ଗୁଜରାଟ ମ୍ୟାଚରେ ବିଜୟ ହାସଲ କରିଥିଲା ।…

ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମସି ପ୍ରତି ‘ମମତା’ ଦେଖାଇଲା କଂଗ୍ରେସ!

କୋଲକାତା: ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ଶୁଭଙ୍କର ସରକାର ହୋଇଛନ୍ତି। ଆଉ ଦାୟିତ୍ୱ ନେଉ ନେଉ ଶାସକ ଦଳ ଟିଏମସିକୁ ଦେଇଛନ୍ତି ବଡ଼ ବାର୍ତ୍ତା। ମେଣ୍ଟ ପାଇଁ ସହଯୋଗୀ ଦଳମାନଙ୍କ ପାଇଁ ଦ୍ୱାର ଖୋଲା ରଖିବେ ବୋଲି ସେ କହିଛନ୍ତି। ଯାହା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ…

ରାଜଧାନୀର ଏକ କଲେଜ ପରିସରରେ ବୋମାମାଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜ ପରିସରରେ ଶନିବାର ରାତିରେ କିଛି ଦୁବୁର୍ତ୍ତ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଦୁବୁର୍ତ୍ତ ମାନେ ବିଳମ୍ବିତ ରାତିରେ କଲେଜକୁ ଟାର୍ଗେଟ କରି ବୋମା ଫିଙ୍ଗିଥିଲେ। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବା…

ଶେଷ ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍ ସର୍ଭେ

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍ ସର୍ଭେ। ଦୁଇ ଦିନ କାଳ ୩ଟି ଆଣ୍ଟିନା ମାଧ୍ୟମରେ ସର୍ଭେ କରି ଡାଟା ଜେନେରେଟ୍ କରିଛି ଏନ୍‌ଜିଆର୍‌ଇ ଟିମ୍। ଚୂଡାନ୍ତ ରିପୋର୍ଟ ଆସିବା ପରେ ଦୂର ହେବ ରତ୍ନ ଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ସଂଶୟ। ୭ଟି ଷ୍ଟେଜରେ ସଂଗ୍ରହ ହୋଇଥିବା…

ମଞ୍ଚ ଉପରେ ମୋଦିଙ୍କ ନାମ ଭୁଲିଗଲେ ବିଡେନ, ଆଉ ତା’ ପରେ…

ନୂଆଦିଲ୍ଲୀ: ମଞ୍ଚ ଉପରେ ମୋଦିଙ୍କ ନାମ ଭୁଲିଗଲେ ବାଇଡେନ।ଶନିବାର ଡେଲାୱେରରେ ଅନୁଷ୍ଠିତ କ୍ୱାଡ ସମ୍ମିଳନୀ ପରେ ଏକ କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମକୁ ମନେ ପକାଇ ପାରିନାହାଁନ୍ତି। ଏହି ସମୟରେ ପିଏମ ମୋଦୀ, ଅଷ୍ଟ୍ରେଲୀୟ…

ଜଳେଶ୍ଵରରୁ ଧରାହେଲା ବିରଳ ତେଲିଆ ମାଛ

ବାଲେଶ୍ବର: ଦୀଘା ସମୁଦ୍ରରୁ ନଅଟି ବିଶାଳ ତଥା ବିରଳ 'ତେଲିଆ ଶିଳା' ମାଛ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ମତ୍ସ୍ୟଜୀବୀମାନେ ପ୍ରାୟ ୧.୯୯୦ କ୍ୱିଣ୍ଟାଲ ଓଜନର ବିରଳ ମାଛକୁ ୧୫ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରାଯାଇଛି। ଏହା ବ୍ୟତୀତ ବାଲେଶ୍ବର ଜିଲ୍ଲାର ଜଲେଶ୍ୱର ନିକଟ ବଜାରରେ ମାଛ…

ଚେନ୍ନାଇରେ ଚମକିଲେ ଅଶ୍ୱିନ ଆନ୍ନା

ଚେନ୍ନାଇ: ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟରେ ୨୮୦ ରନରେ ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଚତୁର୍ଥ ଦିନରେ ହିଁ ବାଂଲାଦେଶକୁ ମାତ୍ ଦେଇ ସିରିଜ ଆଗୁଆ ରହିଛି ଭାରତୀୟ ଦଳ । ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟେବୁଲରେ ମଧ୍ୟ ସ୍ଥିତି ଦୃଢ କରିଛି ଭାରତ । ଚେନ୍ନାଇରେ ଟିମ୍…