Latest Odisha News

BREAKING NEWS

ନିଶାସକ୍ତ ଯୁବକଙ୍କ ଉନ୍ମୁକ୍ତକାଣ୍ଡ, ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେଲେ…

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରୁ ଶନିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ନାଚରାମ ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭ଟା ସମୟରେ…

ଅଭିଷେକଙ୍କ ସହ ଡେଟିଂକୁ ନେଇ ମୁହଁ ଖୋଲିଲେ ନିମ୍ରତ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ର ଛାଡପତ୍ର କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ଯରେ 'ଦସୱି' ଫିଲ୍ମର ସହ-ଅଭିନେତ୍ରୀ ନିମ୍ରତଙ୍କ ସହ ଅଭିଷେକଙ୍କ ଡେଟିଂ ଖବର ସାମ୍ନାକୁ ଆସୁଛି। "ମୁଁ କିଛି ବି କରେ କି ନକରେ ତେବେ ଲୋକମାନେ ଯାହା…

ମହାରାଷ୍ଟ୍ରରୁ ଓଡ଼ିଶା ଆସିଲା ରୟାଲ ବେଙ୍ଗଲ ବାଘ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣକୁ ମହାରାଷ୍ଟ୍ରରୁ ଅଣାଗଲା ରୟାଲ ବେଙ୍ଗଲ ଟାଇଗର। ଏଠାରେ ଜନସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ବନ ବିଭାଗର ସୂଚନା ଅନୁଯାୟୀ, ଏନଟିସିଏର ଅନୁମୋଦନ ପରେ ବାଘକୁ ଅଣାଯାଇଛି। ପୂର୍ବରୁ ମହାରାଷ୍ଟ୍ରରୁ ବାଘକୁ ଆଣିବା…

ରଣଜୀ ଟ୍ରଫି: ଓଡିଶାର ୧୯୩ ରନ ଜବାବରେ ବରୋଦା ୩୫୪/୬

ଭଦୋଦରା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବରୋଦା ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ଭଲ ସ୍ଥିତିରେ ରହିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୧୯୩ ରନ ଜବାବରେ ବରୋଦା ୬ ୱିକେଟ ହରାଇ ୩୫୪ ରନ ସଂଗ୍ରହ କରି ନେଇଛି । ଦଳ ଏବେ ଓଡିଶା ସ୍କୋରଠାରୁ ୧୬୧ ରନ ଆଗରେ ରହିଛି । ଅଧିନାୟକ…

କ୍ଷମା ମାଗିଲେ ମହମ୍ମଦ ସାମୀ

ମୁମ୍ବାଇ: ଆସନ୍ତା ମାସରେ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ଟିମ ଇଣ୍ଡିଆ ତାର ଦଳ ଘୋଷଣା କରିସାରିଛି । ଆଘାତ ସମସ୍ୟା ଯୋଗୁ ପେସ ବୋଲର ମହମ୍ମଦ ସାମୀଙ୍କୁ ଏହି ଗସ୍ତରୁ ବାଦ ଦିଆଯାଇଛି…

ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ।…

ବାଣ ଫୁଟାଇବା ବେଳେ ଶରୀରର କୌଣସି ଅଂଶ ପୋଡିଗଲେ ତୁରନ୍ତ କଣ କରିବେ ?

ସମସ୍ତ ସଚେତନତା ଅଭିଯାନ ସତ୍ତ୍ୱେ ବାଣ ଫୁଟାଇବା ଦ୍ୱାରା ଘଟୁଥିବା ଦୁର୍ଘଟଣା ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ଏହି ଦୁର୍ଘଟଣାରେ କେବଳ ଶିଶୁ ନୁହଁନ୍ତି ଅଜ୍ଞାତ ଯାତ୍ରୀ ଏବଂ ବୃଦ୍ଧ ବ୍ୟକ୍ତି ମଧ୍ୟ ଅଛନ୍ତି। ଏହା ବ୍ୟତୀତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ବାଣରୁ ନିର୍ଗତ ଧୂଆଁକୁ…

ମହିଳାଙ୍କୁ ହତ୍ଯା ପାଇଁ ୨୨ଥର ‘ଦୃଶ୍ୟମ’ ଦେଖିଥିଲେ ଜିମ୍ ଟ୍ରେନର, ଏଭଳି କରିଥିଲେ ପ୍ଲାନିଂ… 

କାନପୁର: ବଲିଉଡ ଫିଲ୍ମ୍ ଦୃଶ୍ୟମ ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜିମ ଟ୍ରେନର ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ଜିଲ୍ଲାପାଳଙ୍କ କମ୍ପାଉଣ୍ଡଠାରୁ କିଛି ଦୂରରେ ଥିବା ଅଫିସର୍ସ କ୍ଲବ କମ୍ପାଉଣ୍ଡ ଭିତରେ ପୋତି ଦେଇଥିଲେ। ସୂଚନା ଅନୁଯାୟୀ କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ସୁଗାରମିଲ…

ସାବଧାନ! ପ୍ରଦୂଷଣ କେବଳ ଶ୍ଵାସରୋଗ ନୁହେଁ ବରଂ ଚର୍ମ କର୍କଟ ମଧ୍ୟ ସୃଷ୍ଟି କରିପାରେ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ବିଷାକ୍ତ ହେବାରେ ଲାଗିଛି। ପ୍ରଦୂଷଣର ସ୍ତର ବିପଜ୍ଜନକ ହୋଇପଡୁଛି। ନିକଟସ୍ଥ ଅନେକ ଅଞ୍ଚଳର AQI (ଏୟାର କ୍ୱାଲିଟି ଇଣ୍ଡେକ୍ସ) ମଧ୍ୟ ବିପଦ ସ୍ତରରୁ ଅଧିକ ରହିଛି। ବାୟୁରେ ଥିବା ଛୋଟ କଣିକା ସ୍ୱାସ୍ଥ୍ୟକୁ ଅନେକ ଉପାୟରେ କ୍ଷତି ପହଞ୍ଚାଇପାରେ। ଏହି କାରଣରୁ କାଶ,…

ଇତିହାସ ରଚିଲେ ପ୍ରଥମ ଭାରତୀୟ: ରାଚେଲ ଗୁପ୍ତା ପିନ୍ଧିଲେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ

ନୂଆଦିଲ୍ଲୀ: ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍‌ (ଏମ୍‌ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତିଲେ ରାଚେଲ ଗୁପ୍ତା। ଏହି ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ ରାଚେଲ ଗୁପ୍ତା ପିନ୍ଧିଲେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ। ଭାରତ ଲାଗି ଇତିହାସ…