Latest Odisha News

BREAKING NEWS

ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅସୁସ୍ଥତା ହେତୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଖବରପାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହରିଚନ୍ଦନଙ୍କ ପୁଅ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ…

ଲେବାନନରେ ସିରିୟଲ ପେଜର ବିସ୍ଫୋରଣ

ନୂଆଦିଲ୍ଲୀ: ଇସ୍ରାଏଲ ଓ ଲେବାନନ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଉଭୟ ଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ ମଙ୍ଗଳବାର ଲେବାନନରେ ସିରିୟଲ ପେଜର ବ୍ଲାଷ୍ଟ ହୋଇଛି । ରିପୋର୍ଟ ମୁତାବକ ଏଥିରେ ୧୦ରୁ ଊର୍ଦ୍ଧ୍ୱ ମୃତ ଏବଂ ୩୦୦୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି…

ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା; ସବୁ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଗୁଆ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଭାରତୀୟ…

୨୮୭୧ କୋଟିର ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: 'ସୁଭଦ୍ରା' ଯୋଜନା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସି ଓଡିଶା ପାଇଁ ୨୮୭୧ କୋଟି ମୂଲ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସଂଯୋଗକୁ ଦୃଢ଼ୀଭୁତ କରାଇବା ସହିତ…

୧୩୦ ଗ୍ୟାସ୍ ସିଲିଣ୍ଡର ଜବତ, ୪ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଳାରେ ଧରାପଡ଼ିଲେ ଗ୍ୟାସ୍‌ ସିଲିଣ୍ଡର ଚୋର ଗ୍ୟାଙ୍ଗ । ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୧୫୦ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି । ଜବତ ସିଲିଣ୍ଡର ମଧ୍ୟରେ ୪୫ଟି ଭର୍ତ୍ତି ସିଲିଣ୍ଡର ଥିବାବେଳେ, ୮୫ଟି ଖାଲି ସିଲିଣ୍ଡର…

ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ, ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅସୁସ୍ଥତା କାରଣରୁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭେଟିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା…

ଆଇସିସିର ଗୁରୁତ୍ୱପୂର୍ଣ୍ଣ ଘୋଷଣା: ବିଶ୍ୱକପରେ ମହିଳା ଟିମକୁ ମିଳିବ ପୁରୁଷ ସମକକ୍ଷ ପୁରସ୍କାର ରାଶି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଆଗକୁ ବିଶ୍ୱକପରେ ମହିଳା ଟିମକୁ ମଧ୍ୟ ପୁରୁଷ ସମକକ୍ଷ ପୁରସ୍କାର ରାଶି ମିିଳିବ । ମହିଳା ଟିମର ପୁରସ୍କାର ରାଶିକୁ ୧୩୪ ପ୍ରତିଶତ ବୃଦ୍ଧି କରାଯାଇଛି । ଗତ ବର୍ଷ ଟି୨୦ ବିଶ୍ୱକପ ଜିତିବା ପରେ…

ପ୍ରଜନନ ହାର ବଢାଇବା ପାଇଁ ଋଷର ନୂଆ ନିୟମ, ଅଫିସ ବ୍ରେକରେ କରନ୍ତୁ ସେକ୍ସ

ମସ୍କୋ: ନିଜର ଅଫିସ ବ୍ରେକ୍ ସମୟରେ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଜନତାଙ୍କୁ ଅପିଲ୍ କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଦେଶର ଜନ୍ମ ହାର ବର୍ତ୍ତମାନ ପ୍ରତି ମହିଳାରେ ୧.୫ ଶିଶୁ ରହିଛି।ଜନସଂଖ୍ୟା ସ୍ଥିରତା ପାଇଁ ୨.୧ଠାରୁ ଏହା ବହୁତ କମ୍ ଅଟେ। ଜନ୍ମ ହାରରେ ପରିବର୍ତ୍ତନ ପାଇଁ…

ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ ଓ ପିଅନ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଆରଆଇ ବରୁଣ ଜେନା ଓ ପିଅନ ବଳରାମ ସାହୁ । ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ । ଖବର ମୁତାବକ, ଜଣେ ବ୍ୟକ୍ତିଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ବରୁଣ ଜେନା । ଏନେଇ ଉକ୍ତ…

୨୦୫୦ ସୁଦ୍ଧା ବିଶ୍ବର ପ୍ରାୟ ୩.୯୦ କୋଟି ଲୋକଙ୍କ ଜୀବନ ନେବ ସୁପରବଗ

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ବିଶ୍ବର ପ୍ରାୟ ୩.୯୦ କୋଟି ଲୋକ ସୁପରବଗ ତଥା ଆଣ୍ଟିବାୟୋଟିକ୍ ରେଜିଷ୍ଟେନ୍ସ ଯୋଗୁଁ ମୃତ୍ୟୁ ବରଣ କରିବାର ଆଶଙ୍କା ରହିଛି। ଲାନସେଟର ଏକ ନୂତନ ଅଧ୍ୟୟନରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟେନ୍ସ ହେତୁ…