ଇତିହାସ ରଚିଲେ ପ୍ରଥମ ଭାରତୀୟ: ରାଚେଲ ଗୁପ୍ତା ପିନ୍ଧିଲେ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ
ନୂଆଦିଲ୍ଲୀ: ଥାଇଲାଣ୍ଡର ବ୍ୟାଙ୍କକ୍ରେ ଆୟୋଜିତ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ (ଏମ୍ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତିଲେ ରାଚେଲ ଗୁପ୍ତା। ଏହି ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ ରାଚେଲ ଗୁପ୍ତା ପିନ୍ଧିଲେ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ। ଭାରତ ଲାଗି ଇତିହାସ…