ଏମ୍ପକ୍ସକୁ ନେଇ ହାଇଆଲର୍ଟ! ବେଙ୍ଗାଲୁରୁ ବିମାନ ବନ୍ଦରରେ ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥା କଡାକଡି
ବେଙ୍ଗାଲୁରୁ: ଭାରତରେ ପ୍ରଥମ ମଙ୍କିପକ୍ସ ଚିହ୍ନଟ ହେବା ପରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଏହାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି। ବର୍ତ୍ତମାନ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପରୀକ୍ଷା ହେବା ବାଧ୍ୟତାମୂଳକ କରିଛି। ନିକଟରେ ଦିଲ୍ଲୀରେ ଏକ ମାମଲା…