Latest Odisha News

BREAKING NEWS

ପାକିସ୍ତାନକୁ କ୍ୟାନ୍ସର ସହ କାହିଁକି ତୁଳନା କଲେ ଯୋଗୀ? 

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହାରି ମଧ୍ଯରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାକିସ୍ତାନକୁ କ୍ୟାନ୍ସର ବୋଲି ବିବେଚନା କରିଛନ୍ତି ଏବଂ ଏହାର ଚିକିତ୍ସା ନହେବା ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ…

କ’ଣ ଏହି ହେଲିକପ୍ଟର ପ୍ୟାରେଣ୍ଟିଂ, ଏହା ଦ୍ବାରା ପିଲା ଉପରେ କି ପ୍ରଭାବ ପଡେ?

ଭୁବନେଶ୍ବର: ପିତାମାତା ଏବଂ ପିଲାଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଗଭୀର ଓ ସୁନ୍ଦର ସମ୍ପର୍କ ଅଟେ । ପ୍ରେମ, ଚିନ୍ତା, ମଜା ଏବଂ ଥଟ୍ଟା ଏହି ସମ୍ପର୍କରେ ଅଛି, କିନ୍ତୁ ବେଳେବେଳେ ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ଜୀବନରେ ଆବଶ୍ୟକତା ଠାରୁ ଅଧିକ ହସ୍ତକ୍ଷେପ କରନ୍ତି । ଏହା କରିବା…

‘କୌଣସି ଫୋନ୍‌ କଲ୍‌ ତଥା ଫେକ୍‌ ଲିଙ୍କ୍‌କୁ ବିଶ୍ୱାସ ନକରିବାକୁ ପରାମର୍ଶ’

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ । ଯୋଗ୍ୟ ହିତାଧିକାରୀମାନଙ୍କୁ ସେହିଦିନ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ । ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି…

ଗାଈ ଚରାଳୀଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ସ୍ଥିତ ଖରସୁଆ ନଦୀରେ ସୋମବାର ଦିନ ଏକ କୁମ୍ଭୀର ଜଣେ ବ୍ୟକ୍ତିଙ୍କୁ ଟାଣି ନେଇଯାଇଥିବା ଜଣାପଡିଛି। ଉକ୍ତ ବ୍ୟକ୍ତି ଜଣକ ଇଚ୍ଛାପୁର ଗାଁର ଅଜମ୍ବର ନାୟକ। ସେ ନଦୀ କୂଳରେ ଗାଈ ଚରାଉଥିବା ବେଳେ କୁମ୍ଭୀର ତାଙ୍କୁ ନଦୀ ମଧ୍ଯକୁ ଟାଣି ନେଇଛି।…

ପୋଲିଓ ଟୀକାକରଣକୁ ରୋକିଲା ତାଲିବାନ

କାବୁଲ: ଆଫଗାନିସ୍ତାନର ତାଲିବାନ ଶାସନ ପୁଣିଥରେ ନିଜର କଠୋରତା ଦେଖାଇଛି। ଆଫଗାନିସ୍ତାନରେ ପୋଲିଓ ଟୀକାକରଣ ଅଭିଯାନକୁ ତାଲିବାନ ଅଟକାଇ ଦେଇଛି। ଯାହା ହି ମାସରୁ ଆରମ୍ଭ ହୋଇଥାନ୍ତା । ଏନେଇ ମିଳିତ ଜାତିସଂଘ ସୋମବାର ସୂଚନା ଦେଇଛି। ଆଫଗାନିସ୍ତାନ ହେଉଛି ଏଭଳି ଦେଶ ଯେଉଁଠାରେ ପିଲାମାନଙ୍କ…

ଆସନ୍ତାକାଲି ସକାଳ ଯାଏଁ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସନ୍ତାକାଲି ସକାଳ ଯାଏଁ ୨ଟି ଜିଲ୍ଲାକୁ ଅରେଞ୍ଜ ଓ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ କରାଯାଇଛି ।…

ଅଜବ ଫ୍ୟାନ୍ସ, ହିରୋଙ୍କ ପାଇଁ ବନିଯାଇଥିଲେ ଚାକରାଣୀ

ମୁମ୍ବାଇ: ନିଜ ପ୍ରିୟ ହିରୋଙ୍କୁ ଅସଲ ଜୀବନରେ ଦେଖିବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି। ଅନେକ ସତ ଜୀବନରେ ଭେଟିଥାନ୍ତି ମଧ୍ଯ। କିନ୍ତୁ ଇଏ ଏଭଳି ଜଣେ ଫ୍ୟାନ୍ସ ଯିଏ ନିଜ ପ୍ରିୟ ହିରୋଙ୍କୁ ଦେଖିବା ପାଇଁ ବନିଯାଇଥିଲେ ଚାକରାଣୀ। ଏପରି ଏକ ଖୁଲାସା କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦାଙ୍କ…

ପରଲୋକରେ ବିଶିଷ୍ଠ ଶିକ୍ଷାବିତ୍ ତଥା ଗଣିତଜ୍ଞ ଡ. ରାମ ଶଙ୍କର ରଥ

ଭୁବନେଶ୍ୱର: ବିଶିଷ୍ଠ ଶିକ୍ଷାବିତ୍ ତଥା ଗଣିତଜ୍ଞ ରାମ ଶଙ୍କର ରଥଙ୍କର ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ନିମୋନିଆ ଓ ଅନ୍ୟାନ୍ୟ ରୋଗରେ ପୀଡିତ ରହି ଚିକିତ୍ସାଧୀନ ଥିଲେ । ଆଜି ଭୁବନେଶ୍ବର ଆଚାର୍ଯ୍ୟବିହାର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ…

କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ହାଇଦ୍ରାବାଦ: ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଜାତୀୟ ପୁରସ୍କାର ପ୍ରାପ୍ତ ନୃତ୍ୟ ନିର୍ଦେଶକ ଜାନି ମାଷ୍ଟରଙ୍କ ନାଁରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା। ତାଙ୍କ କାର୍ଯ୍ୟ କରୁଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଜାନି ଦୁଷ୍କର୍ମ କରିଥିବା…

ସରକାରୀ ଦୋକାନରୁ ନକଲି ମଦ ଜବତ

ଭୁବନେଶ୍ୱର: ସରକାରୀ ଦୋକାନରୁ ଜବତ ହେଲା ନକଲି ମଦ ବୋତଲ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ଅଞ୍ଚଳରେ । ଦୀର୍ଘ ଦିନ ଧରି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିଲା । ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି ଅଚାନକ ଉକ୍ତ ସରକାରୀ…