୨୬ ବର୍ଷ ପରେ ପୁଣି ଓଲଟିଲା ଇତିହାସ ପୃଷ୍ଠା: ଜାଣନ୍ତୁ କାହାକୁ ଫଲୋ କରିଛନ୍ତି କେଜ୍ରିଓ୍ବାଲ…..
ନୂଆଦିଲ୍ଲୀ: ୨୬ ବର୍ଷ ପରେ ପୁଣି ଦିଲ୍ଲୀ ରାଜନୀତି ତାର ଇତିହାସ ପୃଷ୍ଠାକୁ ଓଲଟାଇଛି । ଆମ୍ ଆଦମି ପାର୍ଟିର ରାଷ୍ଟ୍ରିୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ, ତାହା ପୁଣି ବିଧାନସଭାର ନିର୍ବାଚନର କିଛି ମାସ ପୂର୍ବରୁ, ମନେ ପକାଇଦେଇଛି…