Latest Odisha News

BREAKING NEWS

ଅବପାତରେ ପରିଣତ ହେଲା ଲଘୁଚାପ: ୧୦ ଯାଏଁ ପ୍ରବଳ ବର୍ଷିବ 

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେଲା ଲଘୁଚାପ। ଗତକାଲିର ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ଆଜି ସକାଳ ସମୟରେ ଘନୀଭୂତ ହୋଇ ଅବପାତ ପରିଣତ ହୋଇଛି।…

ଏସୀୟ ଅଲିମ୍ପିକ କାଉନ୍ସିଲ ପରିଷଦର ଅଧ୍ୟକ୍ଷ ହେଲେ ରଣଧୀର ସିଂ

ନୂଆଦିଲ୍ଲୀ: ଅଭିଜ୍ଞ କ୍ରୀଡା ପ୍ରଶାସକ ରଣଧୀର ସିଂ ପ୍ରଥମ ଭାରତୀୟ ଭାବେ ଏସୀୟ ଅଲିମ୍ପିକ ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଏହି ଭାରତୀୟ ଶୁଟରଙ୍କୁ ସମସ୍ତ ୪୫ ଦେଶର ଅଧିକାରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ତାଙ୍କୁ ଚୟନ କରାଯାଇଥିଲା । ୪ଟି ଏସୀୟ କ୍ରୀଡାର ଭାଗ ନେଇଥିବା…

ମା ହେଲେ ଦୀପିକା ପାଦୁକୋନ

ମୁମ୍ବାଇ: ମା ହେଲେ ଦୀପିକା ପାଦୁକୋନ। ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ରବିବାର ଦିନ ଏକ ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି। ତେବେ ଏହି ଦମ୍ପତି ଏପର୍ଯ୍ୟନ୍ତ ଅଫିସିଆଲ୍ ଭାବେ କିଛି ଘୋଷଣା କରିନାହାଁନ୍ତି। କିନ୍ତୁ ଦୁହେଁ ପିତାମାତା ହୋଇଥିବା ନେଇ ସୁତ୍ରରୁ ପ୍ରକାଶ।…

ଜମ୍ମୁ-କାଶ୍ମୀର ବିଧାନସଭା: ପ୍ରଥମ ଥର ପାଇଁ ଭୋଟ ଦାନ କରିବେ ବାଲ୍ମୀକି ସମ୍ପ୍ରଦାୟ 

ଶ୍ରୀନଗର: ଅନେକ ଦିନ ଅନ୍ତରାଳ ପରେ ଜମ୍ମୁ-କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଜମ୍ମୁ-କାଶ୍ମୀରରେ ନିର୍ବାଚନ କେବଳ ରାଜନୀତିକ ସ୍ତରରେ ନୁହେଁ ଏହା ସାମାଜିକ ସ୍ତରରେ ବି ଐତିହାସିକ ହେବାକୁ ଯାଉଛି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ବାଲ୍ମୀକି ସମ୍ପ୍ରଦାୟର ପାଖାପାଖି ୩୫୦…

ରିଲିଜ ହେଲା ‘ଜିଗରା’ ଟିଜର, ଆକ୍ସନ୍‌ ଅବତାରରେ ଆଲିଆ ଭଟ୍ଟ

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନାଙ୍କ ଆଗାମୀ ଚଳଚ୍ଚିତ୍ର 'ଜିଗରା'ର ଟିଜର ରିଲିଜ ହୋଇଛି। ଟିଜରରେ ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନା ଦୁହିଁଙ୍କୁ ଭାଇ ଏବଂ ଭଉଣୀ ଚରିତ୍ରରେ ଦେଖିବାକୁ ମିଳିଛି । ଟିଜରରେ ଆଲିଆ ତାଙ୍କ ଭାଇ ସହ ଝଗଡା କରୁଥିବା ଦେଖିବାକୁ ମିଳିଛି । 'ଜିଗରା' ଟିଜରର…

ଜିମ୍ବାୱେକୁ ମାନବୀୟ ସହାୟତା କଲା ଭାରତ, ପଠାଇଲା ୧୦୦୦ ମେଟ୍ରିକ୍ ଟନ୍ ଚାଉଳ

ନୂଆଦିଲ୍ଲୀ: ଜିମ୍ବାୱେକୁ ମାନବୀୟ ସହାୟତା କଲା ଭାରତ।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୈସୱାଲ କହିଛନ୍ତି ଯେ ଶନିବାର ଦିନ ଜିମ୍ବାୱେ, ଜାମ୍ବିଆ ଏବଂ ମାଲାୱିକୁ ଭାରତ ଖାଦ୍ୟ ସହାୟତା ପଠାଇଛି। 'ଏକ୍ସ'ରେ ଏକ ପୋଷ୍ଟ ଜରିଆରେ ଜୟସୱାଲ କହିଛନ୍ତି, "ଜିମ୍ବାୱେକୁ ଭାରତ…

ଲକ୍ଷ୍ନୌରେ କୋଠା ଭୁଶୁଡିବା ଘଟଣା; ମୃତ୍ଯୁ ସଂଖ୍ଯା ୮ ଛୁଇଁଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଟ୍ରାନ୍ସପୋର୍ଟ ନଗରରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ଯୁ ସଂଖ୍ଯା ୮ ଛୁଇଁଛି। ଏପଟେ ୨୮ଜଣ ଆହତଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଏହି ପୁରୁଣା ୩ମହଲା କୋଠାରେ ଔଷଧ ଗୋଦାମ ଚାଲୁଥିଲା । ଘଟଣା ସମୟରେ…

ଗିରଫ ହେଲେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ

ନୂଆପଡ଼ା: ଗିରଫ ହେଲେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ । ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ । ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିବା ପରେ ଶ୍ରୀ ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ । ସୂଚନା ଅନୁସାରେ, ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ…

କାରକୁ ପିଟିଦେଲା କାର୍: ଅଳ୍ପକେ ବଞ୍ଚିଗଲା ତହସିଲଦାରଙ୍କ ଜୀବନ

ରେଢ଼ାଖୋଲ: ତହସିଲଦାରଙ୍କ କାରକୁ ପିଟି ଦେଲା ଆଉ ଏକ କାର। ଅଳ୍ପକେ ବଞ୍ଚିଗଲା ତହସିଲଦାରଙ୍କ ଜୀବନ। ରେଢ଼ାଖୋଲ ନାକଟିଦେଉଳ ତହସିଲଦାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ଯିବା ବାଟରେ ତାଙ୍କ କାର କୁ ଅନ୍ୟ ଏକ କାର ଦେହୁରୀ ସାହି ଛକ ନିକଟରେ ଧକ୍କା ଦେଇଥିବାରୁ ତାଙ୍କ…

ସିନେମା ହଲକୁ ଆସିବାକୁ ଯାଉଛି ‘ ଆଶ୍ରମ ‘: ମହାପ୍ରଭୁଙ୍କ ଆଶିଷ ଲୋଡିଲେ କାଷ୍ଟ 

ଭୁବନେଶ୍ୱର: ସିନେମା ହଲ୍ କୁ ଆସିବାକୁ ଯାଉଛି ଓଡ଼ିଆ ସିନେମା ' ଆଶ୍ରମ '। ଆସନ୍ତା ୧୩ ତାରିଖରେ ସାରା ଓଡ଼ିଶାରେ ଏହା ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଫିଲ୍ମର ସଫଳତା କାମନା କରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଫିଲ୍ମର ସମସ୍ତ ଦୀପଦାନ କରିଛନ୍ତି ଫିଲ୍ମର ସଦସ୍ୟ ଓ କଳାକାରମାନେ…