Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ମୁତୟନ ହେବେନି ଜିଲ୍ଲା ପୋଲିସ, ଜାଣନ୍ତୁ କାରଣ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପୋଲିସକୁ ମିଳିଲା ନୂଆଖାଇ ଛୁଟି । ଆସନ୍ତାକାଲି ପାଇଁ ସମ୍ବଲପୁର ପୋଲିସକୁ ମିଳିଲା ଛୁଟି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ । ସବୁଠାରୁ ବଡ କଥା ଯେ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ମୁତୟନ ହେବେନି…

ୟୁଏସ ଓପନ: ପୁରୁଷ, ମହିଳା ସିଙ୍ଗଲ୍ସ ଲାଇନଅପ ଚୂଡାନ୍ତ

ନ୍ୟୁୟର୍କ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଓ ମହିଳା ସିଙ୍ଗଲ୍ସ ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ଫାଇନାଲ ମ୍ୟାଚ ରବିବାର ଖେଳାଯିବ । ୨ଟି ଯାକ ବିଭାଗରେ ଏଥର ନୂଆ ଚାମ୍ପିୟନ ମିଳିବ । ୧୮ ବର୍ଷ ପରେ ପ୍ରଥମ ଆମେରିକୀୟ ଭାବେ ଟେଲର ଫ୍ରିଟଜ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ…

ଭିନ୍ନ ଗଣେଶ: ଗଛରେ ଗଜାନନ, କୁଲାରେ କାନ

ଭୁବନେଶ୍ଵର: ରାଜଧାନୀର ଗଛ ଗଣେଶ, ଫୋକସରେ ପରିବେଶ ସୁରକ୍ଷା। ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଗଛ ଗଣେଶ ପୂଜା କରିଛି ବକୁଳ ଫାଉଣ୍ଡେସନ । ପ୍ରତିବର୍ଷ ପରି ଚଳିତ ବର୍ଷ ବିଜୁ ପଟ୍ଟନାୟକ ପାର୍କରେ ଗଛରେ ଗଣେଶଙ୍କ ସ୍ୱରୂପ କରି ପୂଜା କରାଯାଇଛି । ପ୍ରକୃତିକୁ ସୁହାଇଲା ପରି ଗଣେଶଙ୍କୁ…

ଋଷ ଉପରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ସହିତ ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍ ଏବଂ ରକେଟରେ ଆକ୍ରମଣ କରୁଛନ୍ତି। କିନ୍ତୁ ଏବେ ୟୁକ୍ରେନର 'ଡ୍ରାଗନ' ଋଷର ନିଦ ହଜାଇ ଦେଇଛି। ଋଷର ଦଖଲରେ ଥିବା ଅଞ୍ଚଳ ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି…

ଜମ୍ମୁ-କାଶ୍ମୀରରେ ଗର୍ଜିଲେ ଶାହ, କହିଲେ କବରରେ ଶୋଇଥିବା ଭୋଟରଙ୍କୁ ମଧ୍ୟ ଭୋଟ ଦେବାକୁ ଆଣନ୍ତୁ

ଶ୍ରୀନଗର: ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ଏଥିସହ ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଜନସଭାକୁ ସମ୍ବୋଧନ କରି ଶାହ କହିଛନ୍ତି ଯେ କାଶ୍ମୀରରୁ…

ଅକ୍ଷୟଙ୍କୁ ନେଇ ହରର କମେଡି କରିବେ ପ୍ରିୟଦର୍ଶନ

ମୁମ୍ବାଇ: ଅକ୍ଷୟ କୁମାର କମେଡି କିଙ୍ଗ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଦୀର୍ଘ ଦିନ ପରେ ଅକ୍ଷୟଙ୍କୁ ନେଇ ପ୍ରିୟଦର୍ଶନ ଏକ ହରର କମେଡି କରିବାକୁ ଯାଉଛନ୍ତି । ୨୦୦୭ରେ ଭୁଲ ଭୁଲୈୟା ଫିଲ୍ମରେ ଉଭୟ ଏକତ୍ର ହୋଇଥିଲେ । ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।…

ଆସନ୍ତା ୯ରେ ଭାରତ ଗସ୍ତରେ ଆସିବେ ଆବୁଧାବିର କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ସେପ୍ଟେମ୍ବର ୯ରେ ଆବୁଧାବିର କ୍ରାଉନ ପ୍ରିନ୍ସ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହିନ ଭାରତ ଗସ୍ତରେ ଆସିବେ। ୯ ଓ ୧୦ ତାରିଖରେ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ ଶେଖ ଖାଲିଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ…

ଏହି ଦେଶରେ ଅଛି ହଜାରରୁ ଅଧିକ ବିମାନବନ୍ଦର, ଜାଣନ୍ତୁ ପ୍ରଥମେ କିଏ…

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକେ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଖୁବ୍ କମ୍ ସମୟରେ ବିମାନରେ ଗୋଟେ ସ୍ଥାନରୁ ଅନ୍ୟ ଗୋଟେ ସ୍ଥାନକୁ ଯିବା ସହଜ ସହଜ ହୋଇଥାଏ । ତେବେ ଆପଣ ଜାଣନ୍ତି କି ଏମିତି ଏକ ଦେଶ ଅଛି ଯେଉଁଠି ପ୍ରାୟ ସମସ୍ତ ଲୋକେ ବମାନରେ ଯିବାକୁ ପସନ୍ଦ କରନ୍ତି । ଆଉ…

ଟେଷ୍ଟ କ୍ରିକେଟରେ ବିଶ୍ୱରେକର୍ଡ କଲେ ଓଲୀ ପୋପ

ଲଣ୍ଡନ: ଶ୍ରୀଲଙ୍କା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଓଲୀ ପୋପ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ କ୍ରିକେଟ ଇତିହାସର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ କ୍ୟାରିୟରର ପ୍ରଥମ ୭ଟି ଶତକ ଭିନ୍ନ ଭିନ୍ନ ଦେଶ ବିପକ୍ଷରେ ମାରିଛନ୍ତି । ଏହା ପୂର୍ବରୁ ଏ ଭଳି ପ୍ରଦର୍ଶନ କୌଣସି…

ସତ ମାନିଲା ପାକିସ୍ତାନ; କାରଗିଲ ଯୁଦ୍ଧରେ ରହିଥିଲା ସଂପୃକ୍ତି

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧର ପ୍ରାୟ ୨୫ ବର୍ଷ ପରେ ପାକିସ୍ତାନ ଶେଷରେ ସତ ସ୍ବୀକାର କରିଛି। ୧୯୯୯ରେ ଭାରତ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧରେ ପାକିସ୍ତାନ ନିଜର ସମ୍ପୃକ୍ତିକୁ ସ୍ୱୀକାର କରିଛି। ଦେଶର ପ୍ରତିରକ୍ଷା ଦିବସର ବିଶେଷ ଅବସରରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ…