ଧନତେରାସ ପୂର୍ବରୁ ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର
ନୂଆଦିଲ୍ଲୀ: ସମସ୍ତ ରେକର୍ଡ ଭାଙ୍ଗିଲା ସୁନା ଦର । ଆଜି ସୁନା ଦର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କାରେ ପହଞ୍ଚିଛି । କ୍ରମାଗତ ଅଳଙ୍କାର କ୍ରୟ ହେତୁ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ବୁଧବାର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କା ମୂଲ୍ୟରେ ପହଞ୍ଚିଛି । ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା…