Latest Odisha News

BREAKING NEWS

ପାରାଅଲିମ୍ପିକ୍ସ: ହରଭିନ୍ଦର, ପ୍ରୀତି ହେବେ ଭାରତର ଧ୍ୱଜବାହକ

ପ୍ୟାରିସ: ସ୍ୱର୍ଣ୍ଣ ପଦକ ବିଜେତା ତୀରନ୍ଦାଜ ହରଭିନ୍ଦର ସିଂ ଓ ପାରାଅଲିମ୍ପିକ୍ସରେ ୨ଟି ପଦକ ଜିିତିଥିବା ଧାବିକା ପ୍ରୀତି ପାଲଙ୍କୁ ଉଦଯାପନୀ ଉତ୍ସବରେ ସମ୍ମାନଜନକ ଦାୟିତ୍ୱ ପ୍ରଦାନ କରାଯାଇଛି । ଉଭୟ ଉଦଯାପନୀ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ହରଭିନ୍ଦର ୨୦୨୧ ଟୋକିଓ ଗେମ୍ସରେ ବ୍ରୋଞ୍ଜ…

ବିପୁଳ ସମ୍ପତ୍ତିର ମାଲିକ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ

କେନ୍ଦୁଝର: କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କ ବିପୁଳ ସମ୍ପତ୍ତି ଠାବ । ଭୁବନେଶ୍ବର ଲକ୍ଷ୍ମୀସାଗରରେ ଦେଢ଼ କୋଟି ମୂଲ୍ୟର ୪ ମହଲା କୋଠା ଠାବ ହେବା ସହ ଭୁବନେଶ୍ବର, ବଲାଙ୍ଗିର ଓ ଢେଙ୍କାନାଳରେ ୪ଟି ବାସୋପଯୋଗୀ ପ୍ଲଟ୍‌, ୧୦ ଲକ୍ଷର ଗହଣା, ୬.୨୪ ଲକ୍ଷର ବ୍ୟାଙ୍କ ଓ ପୋଷ୍ଟାଲ…

ଶିଶୁଙ୍କୁ ବିକ୍ରୀ ହେଉଥିଲା ହ୍ବିସ୍କି ମିଶା ଆଇସକ୍ରିମ! 

ହାଇଦ୍ରାବାଦ: ଶିଶୁଙ୍କୁ ବିକ୍ରୀ ହେଉଥିଲା ହ୍ବିସ୍କି ମିଶା ଆଇସକ୍ରିମ।ହାଇଦ୍ରାବାଦର ଜୁବୁଲି ହିଲ୍ସରୁ ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସାଢେ ୧୧ କିଲୋର ହ୍ବିସ୍କି ମିଶା ଆଇସକ୍ରିମ ଜବତ କରାଯାଇଛି। ଅବକାରୀ ବିଭାଗର ଅଧିକାରୀମାନେ ଜୁବୁଲି ହିଲ୍ସର ଏକ ପାର୍ଲରରୁ ୧୧.୫…

ନାମିବିଆରେ ଭୟଙ୍କର ଖାଦ୍ୟ ସଙ୍କଟ: ୧୫୦ ବନ୍ୟଜନ୍ତୁଙ୍କୁ ହତ୍ଯା, ସହାୟତା କରିବାକୁ ଅନନ୍ତଙ୍କ…

ନୂଆଦିଲ୍ଲୀ: ନାମିବିଆରେ ଭୟଙ୍କର ଖାଦ୍ୟ ସଙ୍କଟ। ଏଭଳି ସ୍ଥଳେ ବନ୍ୟଜନ୍ତୁଙ୍କୁ ମାରି ଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହାରି ମଧ୍ଯରେ ୧୫୦ରୁ ଅଧିକ ବନ୍ୟଜନ୍ତୁଙ୍କୁ ହତ୍ୟା କରାଯାଇଛି। ମିଳିତ ଜାତିସଂଘ ରିପୋର୍ଟ କରିଛି ଯେ ମରୁଡ଼ି କାରଣରୁ ନାମିବିଆର ଖାଦ୍ୟ ଯୋଗାଣରେ ୮୪%…

ଆସୁଛି ଗଣପର୍ବ ନୁଆଖାଇ: ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ବରଗଡ: ଆଉ ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଖାଇ ତିହାର । ସେଥିପାଇଁ ପଶ୍ଚିମ ଓଡିଶାରେ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ନୁଆଖାଇ ପାଇଁ ବରଗଡ଼ ସହର ହୋଇଉଠିଛି ଉତ୍ସବ ମୁଖର । ଦୋକାନ ବଜାର ସବୁଆଡ଼େ ଲାଗିଛି ଲୋକଙ୍କ ଭିଡ଼ । ସେପଟେ ନୂଆଖାଇ ପାଇଁ ପନିପରିବା ଦର ଆକାଶ ଛୁଆଁ । କୃଷି…

ତାମିଲ ନିର୍ଦ୍ଦେଶକଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ

ଚେନ୍ନାଇ: ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ଏବଂ ଦୁଷ୍କର୍ମ ନେଇ ଦିନକୁ ଦିନ ନୂଆ ଖୁଲାସା ହେଉଛି। ଏଭଳି ସମୟରେ ମୁହଁ ଖୋଲିଛନ୍ତି ଦକ୍ଷିଣ ଭାରତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସୋମ୍ୟା। ଜଣେ ତାମିଲ ଚଳଚ୍ଚିତ୍ର ନିର୍ମାତା ତାଙ୍କୁ ୧୮ ବର୍ଷ ବୟସରେ ଯୌନ ଦାସୀ କରି ରଖିଥିବା ନେଇ…

‘ଜଳ ସଞ୍ଚୟ ଜନ ଭାଗିଦାରୀ’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୁରଟଠାରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତା ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟରେ ପ୍ରାୟ…

ଗର୍ଭବତୀଙ୍କ ଜୀବନ ବଞ୍ଚାଇଲା ଆପଲ୍ ୱାଚ୍, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟ ୱାଚ୍ ପିନ୍ଧୁଛନ୍ତି। ଯେତେବେଳେ ଆମର ହୃଦସ୍ପନ୍ଦନ ବଢେ ସେତେବେଳେ ଆମର ସ୍ମାର୍ଟ ୱାଚ୍ ଆମକୁ ଏକ ସତର୍କ ସୂଚନା ଦେଇଥାଏ। ଏପରି ପରିସ୍ଥିତିରେ ଏହାକୁ ଜୀବନ ରକ୍ଷାକାରୀ କହିଲେ ଭୁଲ୍ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ଆପଲ୍ ୱାଚ୍ ଜଣେ…

ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ l ବିଧାନସଭାରେ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ l ରାଜ୍ୟରେ ୧ ଲକ୍ଷ ୩୫ ହଜାର ୬୫୬ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦ ରହିଛି l ସେଥିରୁ ୩୦ ହଜାର ୫୪୦ ପ୍ରାଥମିକ…

ୟୁପିର ଗଧିଆ ଗଡ : ନା ଧରିପାରୁଛନ୍ତି ନା ମାରିପାରୁଛନ୍ତି 

ବାହରାଇଚ: ୟୁପିର ବାହରାଇଚ ଜିଲ୍ଲାରେ ଜାରି ରହିଛି ଗଧିଆ ଆତଙ୍କ । ସ୍ଥାନୀୟ ଲୋକ ଓ ପ୍ରଶାସନକୁ ନାକେଦମ କରିଦେଲେଣି ଗଧିଆ । ବାହରାଇଚ ଜିଲ୍ଲା ମହସୀ ସବଡିଭିଜନରେ ଗଧିଆଙ୍କ ଭୟରେ ଲୋକଙ୍କ ନିଦ ହଜିଗଲାଣି । ବାହାରକୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଗଧିଆଙ୍କ ଆକ୍ରମଣରେ ୧୦ ଜଣଙ୍କ ଜୀବନ…