କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତକୁ ଧମକ ଦେଲେ ଟ୍ରୁଡୋ !
ନୂଆଦିଲ୍ଲୀ: ତୀବ୍ର ହେଉଛି ଭାରତ କାନାଡା କୂଟନୈତିକ ବିବାଦ । କାନାଡା ବିରୋଧରେ ଭାରତ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ପରେ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାର…