ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ଜଷ୍ଟିସ ପଶାୟତ
ଭୁବନେଶ୍ୱର: କଳାଧନ ଏସ୍ଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ । ଦୁର୍ନୀତି କମାଇବା ଉଦ୍ଦେଶ୍ୟ, ଦୁର୍ନୀତି କମିଲେ ସମସ୍ତଙ୍କ ଉନ୍ନତି ହେବ ବୋଲି କହିଛନ୍ତି ଜଷ୍ଟିସ ଅରିଜିତ ପଶାୟତ ।
ଜଷ୍ଟିସ ଅରିଜିତ ପଶାୟତ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ନୀତି ହେଉଥିବା ଜାଣିଲେ…