Latest Odisha News

BREAKING NEWS

ଓଡ଼ିଶା ସରକାରଙ୍କ ସତ୍ୟପାଠ: ବଜେଟରେ ପାଣ୍ଠି ବରାଦ ହୋଇଛି, ୩ ଦିନରେ କ୍ଲିଅର ହେବ ୪୪ଟି ପେଣ୍ଡିଂ ବିଲ

ନୂଆଦିଲ୍ଲୀ: ଦ୍ବିତୀୟ ଜାତୀୟ ନ୍ୟାୟିକ ବେତନ ଆୟୋଗ ସୁପାରିସକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ବଜେଟରେ ପାଣ୍ଠି ବରାଦ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସତ୍ୟପାଠ ଦାଖନ ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ମଙ୍ଗଳବାର ବନ୍ଦ…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନକୁ ପ୍ରାଣୀ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ଅତିଥି ଆସିଛନ୍ତି । ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନା ଏବଂ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ଅଦଳବଦଳ ପ୍ରକ୍ରିୟା ସଫଳ ହୋଇଛି । ତେବେ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରୁ ଆସିଥିବା ଅତିଥି ମାନେ ହେଲେ…

ଜଙ୍ଗଲ ଜଗିବେ ସନ୍ଧାନୀ କୁକୁର

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ବନଖଣ୍ଡ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା, ପ୍ରାଣଘାତୀ ବୋମା ଏବଂ ପଶୁ ଶିକାରୀଙ୍କ ଜନ୍ତା (ଫାସ)ର ସନ୍ଧାନ କରିବାକୁ ପ୍ରଶିକ୍ଷଣପ୍ରାପ୍ତ କୁକୁର ପାଇଁ ଟେଣ୍ଡର ଆହ୍ବାନ କରିଛି ବନ ବିଭାଗ। ରାଜ୍ୟରେ ପ୍ରଥମଥର ପାଇଁ ବନବିଭାଗ ପକ୍ଷରୁ ଡଗ୍‌ ସ୍କ୍ବାଡର…

ସୋଫା ଉପରେ ବସିଥିଲେ ବ୍ୟକ୍ତି, ସେଥିରୁ ଗର୍ଜନ କରି ବାହାରିଲା….

ବରଗଡ଼: ବରଗଡ଼ ମ୍ୟୁନିସପାଲିଟି ର ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ଅମ୍ବାପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସଞ୍ଜୀବ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ସୋଫା ରୁ ବାହାରିଲା ସାଢେ଼ ତିନି ଫୁଟ ଲମ୍ବର ନାଗ ସାପ । ଖବର ମୁତାବକ, ସକାଳୁ ସଞ୍ଜୀବ ସାହୁ ନିଜ ଘର ସୋଫା ଉପରେ…

ସିଏଚଏସଇ ଅଧିକାରୀଙ୍କ ଘରେ ରେଡ୍, ୩ଟି ସ୍ଥାନରେ ଏକକାଳୀନ ଚଢାଉ

ଭୁବନେଶ୍ବର: CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଭୁବନେଶ୍ବରରେ ୨ଟି ଓ…

କଟକରେ ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ, ଯୋଗଦେବେ ଇଡି ନିର୍ଦ୍ଦେଶକ

କଟକ: ଆଜି କଟକରେ ବସୁଛି ଏସଆଇଟି ବୈଠକ। ଉପାଧ୍ୟକ୍ଷ ତଥା ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ୍‌ ପଶାୟତଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ। କଳାଧନ ସମ୍ପର୍କିତ ଏସଆଇଟି ବୈଠକ ବସିବ। ଏଥିରେ ଯୋଗଦେବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ବୈଠକରେ ସିବିଆଇ, ଆଇଟି, ଇଡି,…

ନବାନ୍ନ ମାର୍ଚ୍ଚ ବେଳେ ସଂଘର୍ଷ: ବିଜେପି ପକ୍ଷରୁ ୧୨ ଘଣ୍ଟିଆ ‘ବେଙ୍ଗଲ ବନ୍ଦ’

କୋଲକାତା: ଭୀଷଣ ରୂପ ନେଉଛି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରିଛି ବିଜେପି। ଏହାକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି…

ଆସୁଛି ଆଉ ଏକ ଲଘୁଚାପ: ଆହୁରୀ ୩ ଦିନ ପ୍ରବଳ ବର୍ଷିବ, ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୩୧ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଗୁରୁବାର ପୂର୍ବକେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି…

ଦୀର୍ଘ ୨୪ ପରେ ପ୍ରେକ୍ଷାଳୟରେ ପୁନଃ ରୋମାନ୍ସର ଯାଦୁ ଦେଖାଇବ ଏହି ଫିଲ୍ମ…

ମୁମ୍ବାଇ: ବର୍ତ୍ତମାନ ବଲିଉଡରେ କଲ୍ଟ ଫିଲ୍ମ ଗୁଡିକୁ ପୁନଃ ରିଲିଜ୍ କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ନିକଟରେ ଅନେକ କ୍ଲାସିକ ଫିଲ୍ମ ପୁନଃ ରିଲିଜ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ହେଲା ସଲମାନ ଖାନଙ୍କ ଫିଲ୍ମ 'ମେନେ ପ୍ୟାର କିୟା' । ହିନ୍ଦୀ ସିନେମାରେ ଏଭଳି ଅନେକ ଫିଲ୍ମ ଅଛି ଯାହା…

‘ଯୁବପିଢ଼ି ପାରମ୍ପରିକ ଖାଦ୍ୟ ପ୍ରତି ଆକୃଷ୍ଟ ହେଲେ ବିଲୁପ୍ତପ୍ରାୟ ଶସ୍ୟ ଗୁଡ଼ିକୁ ପୁନର୍ଜୀବିତ…

ଭୁବନେଶ୍ୱର: ଚଳିତ ନଭେମ୍ବର ୧୦ ତାରିଖରେ ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଅନୁଷ୍ଠିତ ହେବ । ସେନେଇ ଆଜି ଏକ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହଜିଯାଉଥିବା…