Latest Odisha News

BREAKING NEWS

ସାଇବର ଠକଙ୍କ ଟାର୍ଗେଟରେ ଦେଶର ପ୍ରଧାନ ବିଚାରପତି, ଠକେଇ ପାଇଁ ପ୍ଲାନ…

ନୂଆଦିଲ୍ଲୀ: ହେଲୋ, ମୁଁ ସିଜେଆଇ। ମୁଁ କନଟପ୍ଲେସ୍ ରେ ଫସି ରହିଛି । ଆପଣ ମୋତେ କ୍ୟାବ୍ ପାଇଁ ୫୦୦ ଟଙ୍କା ପଠାଇପାରିବେ କି? କୋର୍ଟରେ ପହଞ୍ଚିବା ପରେ ଟଙ୍କା ଫେରାଇଦେବି। ଟଙ୍କା ଲୁଟ୍ ପାଇଁ ସାଇବର ଠକଙ୍କ ନୂଆ ତରିକା। ଦେଶର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନାଁରେ ଲୋକଙ୍କୁ…

ମୁଁ ବିନ୍ଦାସ ଥିଲି; ତୁମକୁ ବିବାହ କରି ମୋ ଜୀବନ ନର୍କ ହେଇଗଲା… 

ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ସହରରେ ଜଣେ ୨୬ ବର୍ଷୀୟ ନବବିବାହିତ ମହିଳା ଡାକ୍ତର ପ୍ରତୀକ୍ଷା ଭୁସାରେ ଆତ୍ମହତ୍ୟା କରିଛନ୍ତି। ସୁଇସାଇଡ୍ ନୋଟ୍ ଅନୁଯାୟୀ, ମୁଁ ବିନ୍ଦାସ ଥିଲି, ଆତ୍ମନିର୍ଭର ମଧ୍ଯ। ତୁମେ ମୋ ଜୀବନକୁ ଆସିଲ, ମୋ ଜୀବନକୁ ନର୍କ କରିଦେଲ ।ତୁମ ପ୍ରେମରେ…

ମାହାଙ୍ଗା ଡବଲ ମର୍ଡର: ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ଶୁଣାଣି ହୋଇଛି । ଏହି ଘଟଣାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି ହୋଇଛି । ହେଲେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛି । ସାଲେପୁରର ଅତିରିକ୍ତ ଦୌରାଜଜ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନାଯୋଗ୍ୟ,…

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା,କାହାକୁ ମିଳିବ କେତେ ଟଙ୍କା ?

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓ ଦେଲେ ସୂଚନା। ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା। ନୂଆ ସାମିଲ ପାଇଁ ସିଏମ୍…

ମଣିଷକୁ ଡେଇଁଲା କି ବାର୍ଡ ଫ୍ଲୁ, ୨ ଜଣ ସନ୍ଦିଗ୍ଧ ଚିହ୍ନଟ

ଭୁବନେଶ୍ୱର: କୁକୁଡା ପରେ ଏବେ ମଣିଷକୁ ବାର୍ଡ ଫ୍ଲୁ ଡେଇଁଛି। ୨ ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବୋଲି କହି ହେବନି। ଲକ୍ଷଣ ଥିବା ୨ ଜଣଙ୍କ ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ପକ୍ଷରୁ ବୁଧବାର…

‘ଏକ୍ସ’ ର ସର୍ଭର ଡାଉନ

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମର 'ଏକ୍ସ' ର ସର୍ଭର ଡାଉନ। ତେବେଏହା ପ୍ରଥମ ଥର ନୁହେଁ ଯେ ଉପଭୋକ୍ତାମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ, ଅନେକ ଉପଭୋକ୍ତା 'ଏକ୍ସ' ସେବାକୁ ଆସେସ୍ କରିବାକୁ ସକ୍ଷମ ହେଉ ନାହାଁନ୍ତି। ଏହାର ସର୍ଭର ଡାଉନ୍…

ବିପର୍ଯ୍ୟୟ ବେଳର ହିରୋ ଓଡ଼ିଶା ପୋଲିସର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଡଗ୍ ‘ଷ୍ଟର୍ମ’

ବ୍ରହ୍ମପୁର: ଜୁଲାଇ ୩୦ ରାତିରେ ୱାୟନାଡରେ ଭୟଙ୍କର ଭୂସ୍ଖଳନ ପରେ ମାଟିତଳୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ୱାୟନାଡ୍ ଯାଇ ଅଗଷ୍ଟ ୬ ତାରିଖରେ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା ସନ୍ଧାନୀ କୁକୁର। ନାଁ ତାର ଷ୍ଟର୍ମ। ତା ସାଙ୍ଗରେ ଥିଲେ ବ୍ରହ୍ମପୁର ପୋଲିସ ଜିଲ୍ଲାର ୫ ଜଣ ପୋଲିସ…

କମୁଛି ଜଳସ୍ତର, ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୧୨ଟି ଗେଟ୍

ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ୧୨ଟି ଗେଟ୍‌ । ବର୍ତ୍ତମାନ ମୋଟ ୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ବନ୍ଦ କରାଗଲା ଗେଟ୍‌ । ଖବର ମୁତାବକ, ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଜଳ ସ୍ତର ବଢିବାରେ ଲାଗିଥିଲା । ଯାହାକୁ ନେଇ ଗତ…

ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଅଭାନୀୟ ଘଟଣା । ସେପଟିକ୍ ଟ୍ୟାଙ୍କ ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ଥିବା ସୂଚନା ମିଳିଛି । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଶି ସେଟ୍ରିଂ ଖୋଲିବା…

ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀ ‘ମାମା’ର ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଚନ୍ଦକାର ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ମାଈ ହାତୀ 'ମାମା'ର ମୃତ୍ୟୁ ଘଟିଛି । ୭ ବର୍ଷର ହାତୀ ଛୁଆ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ଡିଏଫଓ । ତେବେ ହାର୍ପିସ୍‌‌ ଭୂତାଣୁ ଆକ୍ରାନ୍ତରେ 'ମାମା'ର ମୃତ୍ୟୁ ହୋଇଥିବା ସନ୍ଦେହ…