ଏଠାରେ ହୁଏ ମୁକ ରାମଲୀଳା, ଦେଖିବାକୁ ଆସନ୍ତି ଲକ୍ଷ ଲକ୍ଷ ଲୋକ
ଜୟପୁର: ସାରା ଦେଶରେ ଏବେ ଚାଲିଛି ନବରାତ୍ରୀ l ଶକ୍ତିପୀଠରୁ ଆରମ୍ଭ କରି ପୂଜା ପେଣ୍ଡାଲ ପର୍ଯ୍ୟନ୍ତ ସବୁଠି ଚାଲିଛି ନବରାତ୍ରି ପୂଜା l ଚଳଚଂଚଳ ସବୁ ସ୍ଥାନ l କେଉଁଠି ଦାଣ୍ଡିଆ ଓ ଗରବା ନୃତ୍ୟରେ କମ୍ପୁଛି ତ କେଉଁଠି ଚାଲିଛି ରାମଲୀଳା l ନବରାତ୍ରି ଅବସରରେ ଅନେକ ସ୍ଥାନରେ ରାମଲୀଳା ଆୟୋଜନ…