ଭୀମସାରରେ ଛାତ୍ର ସଂଘର୍ଷ, ୩ ଆହତ
ସମ୍ବଲପୁର: ବୁର୍ଲା ଭୀମସାରରେ ଛାତ୍ର ସଂଘର୍ଷ । ୨ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ବେଳେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି । ଗଣ୍ଡଗୋଳରେ ୩ ଜଣ ଆହତ ହୋଇଛନ୍ତି । ହାଉସ୍ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ୍ । ହାଉସ୍…