ମୋ ବସ୍ ଯାତ୍ରୀଙ୍କଠାରୁ ଲୁଟୁଥିଲେ ଛତିଶଗଡ଼ ମହିଳା ଲୁଟେରା, ୩ ଜଣଙ୍କୁ ବନ୍ଧିଲା ପୋଲିସ
ଭୁବନେଶ୍ୱର: ମୋ ବସ୍ରେ ମାତିଛନ୍ତି ମହିଳା ଲୁଟେରା। ସୁଯୋଗ ପାଇଁ ଯାତ୍ରୀଙ୍କଠାରୁ କରୁଛନ୍ତି ଲୁଟ୍। ଟିକିଏ ଅସାବଧାନ ହେଲେ ଲୁଟି ନେଇଯାଉଛନ୍ତି ଟଙ୍କା, ସୁନାଗହଣା । ଏଭଳି ଏକ ମହିଳା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭୁବନେଶ୍ୱରରେ ପୋଲିସ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।…