ପ୍ୟାରିସ ଗେମ୍ସରେ ଡୋପ କଳଙ୍କ ପିଛା ଛାଡୁନି
ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଡୋପ କଳଙ୍କ ପିଛା ଛାଡୁନି । ଇରାନର ଜୁଡୋକା ସେହେନ ଡୋପ ଟେଷ୍ଟରେ ବିଫଳ ହେବା ପରେ ଏବେ ନାଇଜେରିଆର ବକ୍ସର ସନ୍ଥିଆ ଓଗୁନ ସେମିଲାରଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଛି । ତାଙ୍କୁ ମହିଳା ବକ୍ସିଂ ପ୍ରତିଯୋଗିତାରୁ ସସପେଣ୍ଡ କରାଯାଇଛି ।…