ରାୟଗଡ଼ାରେ ହେବ ରେଳ ଡିଭିଜନ୍, ରେଳ ମଣ୍ଡଳ ପ୍ରତିଷ୍ଠା ପାଇଁ ୭୦ କୋଟି ଟଙ୍କା ଆବଣ୍ଟନ
ରାୟଗଡା: ରାୟଗଡ଼ାରେ ହେବ ରେଳ ଡିଭିଜନ୍ । ସାଂସଦ ବଳଭଦ୍ର ମାଝୀ ଭେଟିବା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା । ରାୟଗଡ଼ା ରେଳ ମଣ୍ଡଳ ପ୍ରତିଷ୍ଠା ପାଇଁ ୭୦ କୋଟି ଆବଣ୍ଟିତ ହୋଇଛି । ପ୍ରକଳ୍ପ ପାଇଁ ଡିଜାଇନ୍ ଓ ଯୋଜନା ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ।…