ନା ଜେଲ ନା ଫାଶୀ… ପୁରାଣ କହୁଛି ମୃତ୍ୟୁ ପରେ ଦୁଷ୍କର୍ମକାରୀଙ୍କୁ ମିଳେ…..
କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବେ ନରହନ୍ତା ରାକ୍ଷସ ସଂଜୟ ଦୁଷ୍କର୍ମ କରି କିଲବିଲ କରି ମାରିଛି ସେଥିରେ ଏବେ ଦେଶର ବୁକୁ ଫାଟିପଡୁଛି । ଏହି ମାମଲାରେ ଦେଶବାସୀ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।
ତେବେ…