Latest Odisha News

BREAKING NEWS

ରିଲିଜ୍ ପୂର୍ବରୁ ‘ଭୁଲ୍‌ ଭୁଲେୟା-୩’ର କଲେକ୍ସନ୍‌ ହେଲାଣି ଏତିକି କୋଟି !

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଧୁମ୍ ମଚେଇଥିବା ଲୋକପ୍ରିୟ ଫିଲ୍ମ ‘ଭୂଲ ଭୂଲୈୟା ଫ୍ରାଞ୍ଚାଇଜ’ର ପାର୍ଟ-୨ ରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ନିଜ କାମର ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଲୋକମାନେ ତାଙ୍କ ଫିଲ୍ମରେ ଅଭିନୟକୁ ବହୁତ ପସନ୍ଦ କରିଥିଲେ। ପ୍ରଶଂସକଙ୍କ ଏହି ଭଲପାଇବାକୁ…

ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼

ଭୁବନେଶ୍ୱର: ରାଜଧାନୀରେ ଗାଡି ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼। ଗଣ୍ଡଗୋଳର ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଅତର୍କିତ ଛୁରାମାଡ଼ ହୋଇଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ…

କ୍ୟାମେରାରେ କଏଦ ହେଲା କଳାବାଘ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ଆସିଲା କଳାବାଘର ପ୍ରଥମ ଝଲକ । କଳାବାଘଟି କିପରି ଅତି ଆନନ୍ଦର ସହ ବିଚରଣ କରୁଛି ତାହାର ପ୍ରଥମ ଝଲକ ଭିଡିଓଟି କ୍ୟାମେରାରେ କଏଦ ହୋଇଛି । ଜାରି ହୋଇଥିବା ଭିଡିଓରେ ବାଘଟି ବିଚରଣ କରୁଥିବାର ନଜର ଆସିଛି । ଯାହାକୁ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ…

ଏହି ସ୍ଥାନରେ ମା’ ଦୁର୍ଗାଙ୍କ ପରିବର୍ତ୍ତେ ପୂଜା ପାଏ ମହିଷାସୁର

ଭୁବନେଶ୍ୱର: ଦୁର୍ଗା ପୂଜାରେ ସବୁ ସ୍ଥାନରେ ପୂଜା ପାଆନ୍ତି ମା' ଦୁର୍ଗା । ସାରା ଦେଶ ମା'ଙ୍କ ଆଗମନର ଉଲ୍ଲାସ ମନାଇଥାଏ । କିନ୍ତୁ ଆମ ଦେଶରେ କିଛି ସ୍ଥାନରେ ଦୁର୍ଗା ପୂଜା ଅବସରରେ ମା' ଦୁର୍ଗା ନୁହନ୍ତି, ବରଂ ଆସୁରରାଜ ମହିଷାସୁରକୁ ପୂଜା କରା ଯାଇଥାଏ । ଅସୁର ରାଜ ମହିଷାସୁରକୁ ଦେବୀ…

କନଷ୍ଟେବଲଙ୍କୁ ମରଣାନ୍ତକ ଆକ୍ରମଣ; ଖଣ୍ଡା ଚୋଟରେ ଛିଡ଼ିଗଲା ହାତ ପାପୁଲି

ସମ୍ବଲପୁର: ପୋଲିସକୁ ମରଣାନ୍ତକ ଆକ୍ରମଣ। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଛିଡିଯାଇଛି ପୋଲିସ କନଷ୍ଟେବଲଙ୍କ ହାତ ପାପୁଲି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ। ଆହତ କନଷ୍ଟେବଲଙ୍କ ନାଁ ସରୋଜ ଭୋଇ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ…

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଭେଟେରାନ୍ ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଭେଟେରାନ୍ ଅଭିନେତା ସିନେମା ଜଗତକୁ ବିଦାୟ ଦେଇଛନ୍ତି। ୭୦ ବର୍ଷ ବୟସରେ ସାଉଥ୍ ଅଭିନେତା ମୋହନ ରାଜଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଗମ୍ଭୀର ରୋଗରେ ପୀଡିତ ଥିଲେ। ମୋହନ ରାଜ କେରଳର କାଞ୍ଜିରାମକୁଲମରେ ଥିବା ତାଙ୍କ ଘରେ ଚିକିତ୍ସିତ…

ଥମୁନି ଲାଞ୍ଚ କାରବାର, ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ବଲାଙ୍ଗୀର: ରାଜ୍ୟରେ ଗତ କିଛି ଦିନ ହେଲା ଭିଜିଲାନ୍ସ ବିଭାଗର ଧରପଗଡ଼ ପରେ ବି କମୁନି ଲାଞ୍ଚ କାରବାର । ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ କନିଷ୍ଠ ଯନ୍ତ୍ରୀ । ପାଟଣାଗଡ ଉପଖଣ୍ଡର ବେଲପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ ଧରିଛି ଭିଜିଲାନ୍ସ l ମନରେଗା…

ଫେସବୁକରେ ପୂର୍ବ ଅପେକ୍ଷା ଭଲ ରୋଜଗାର କରିପାରିବେ କ୍ରିଏଟର୍ସ…

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଅନେକ ସମୟରେ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିଥାଏ । ପ୍ୟାରେଣ୍ଟ୍ କମ୍ପାନୀ ମେଟା ଖୁବ୍ ଶୀଘ୍ର ଫେସବୁକ୍ ମୋନେଟାଇଜେସନ୍ ପ୍ରୋଗ୍ରାମ୍ ପରିବର୍ତ୍ତନ କରିବାକୁ ଯାଉଛି । ମେଟାର ନୂତନ ଅପଡେଟ୍ ଅନୁଯାୟୀ, ବର୍ତ୍ତମାନ ପ୍ଲାଟଫର୍ମରେ ତିନୋଟି…

ତିରୁପତି ପ୍ରଭାବ: ଶ୍ରୀମନ୍ଦିର ପରେ ଏବେ ଶାରଳା ମନ୍ଦିର

ଜଗତସିଂହପୁର: ତିରୁପତି ତିରୁମାଲା ଭେଙ୍କଟାଶ୍ବର ବାଲାଜୀ ମନ୍ଦିର ପ୍ରସାଦରେ ଅଶୁଦ୍ଧ ଘିଅର ବ୍ୟବହାର ହେଉଥିବା ଅଭିଯୋଗ ଆସିବା ପରେ ଏବେ ଦେଶରେ ହଟଚମଟ ସୃଷ୍ଟି ହୋଇଛି । ସବୁ ମନ୍ଦିର ପ୍ରଶାସନଙ୍କ ମନରେ ପଶିଛି ଛନକା । ତନତନ କରି ସବୁ ଘିଅ ଓ ପ୍ରସାଦରେ ବ୍ୟବହୃତ ସାମଗ୍ରୀକୁ ଯାଞ୍ଚ…

ବିଜେଡି କନ୍ଦଳରେ ଘିଅ ଢାଳୁଛି କି ବିଜେପି? ବଢୁଛି ବିଜେଡି ଖାଲି ଦାବି…..

ଭୁବନେଶ୍ବର: ଖାଲି ହୋଇଯିବ ବିଜେଡି ଗଡ । ସବୁ ବିଜେଡି ନେତା ମନ୍ତ୍ରୀ କାଳେ ବିଜେପିରେ ମିଶିବା ପାଇଁ ଇଚ୍ଛୁକ । ଏକଥା ଆମେ ନୁହେଁ, ଏବେ ଏମିତି କିଛି ଲଗାତାର ଦାବି କରିଆସୁଛନ୍ତି ବିଜେପି ବିଧାୟକ ଓ ନେତା । ପୂର୍ବରୁ ବିଜେପିର ଅନେକ ନେତା ଏକଥା ଦାବି କରିଆସିଛନ୍ତି । ଗତକାଲି ବିଜେପି…