ପୁଣି କୋରାପୁଟରେ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ, ୨ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ
କୋରାପୁଟ: କୋରାପୁଟ ଜିଲ୍ଲା ପଡ଼େଇଗୁଡ଼ା ଗାଁରେ ଆନ୍ଥ୍ରାକ୍ସ ଆତଙ୍କ ଦେଖା ଦେଇଛି। ଏହି ଗାଁରେ ୨ ଜଣ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ନେଇ ସିଡିଏମ୍ଓଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ କିଛି…