Latest Odisha News

BREAKING NEWS

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ରଥଯାତ୍ରା ପାଇଁ ନିମନ୍ତ୍ରଣ କଲେ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ…

ସରକାର ବଦଳିଛି: ଏବେ ହେବ କି ଛାତ୍ର ସଂସଦ ନିର୍ବାଚନ, ମନ୍ତ୍ରୀ ଦେଲେ ସଫେଇ

ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିଛି। ବିଜେପି ସରକାର କ୍ଷମତାକୁ ଆସିଛି। ତେଣୁ ଦୀର୍ଘ ବର୍ଷ ହେବ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ଏବେ ଦେଖିବାକୁ ମିଳିବ କି? ସାଧାରଣତଃ ଦୁର୍ଗାପୂଜା ଛୁଟି ସେପ୍ଟେମ୍ବର-ଅକ୍ଟୋବର ପୂର୍ବରୁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ତେବେ ୨୦୧୮ ପରଠାରୁ…

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ତେଜିଲା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କ ଉପରକୁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ କୁକୁର ଛାଡିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଦାବି। ବରିଷ୍ଠ ସାମ୍ବାଦିକମାନେ ଗୁରୁବାର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବତନ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ…

ନବୀନ ସରକାର ଘୋଷଣା କରିଥିବା ନୂଆ ଏନଏସିର ରେକର୍ଡ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନବୀନ ସରକାର ଘୋଷଣା କରିଥିଲେ ୩୪ଟି ନୂଆ ଏନଏସି ଏବଂ ୫ଟି ଏନଏସକୁ ପୌରପରିଷଦ। କିନ୍ତୁ ଏହାର କୌଣସି ରେକର୍ଡ ନାହିଁ। ଯାହା ଘୋଷଣା ହୋଇଛି କେବଳ ମୁହଁରେ। ନୂଆ ସରକାରର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ନ ଚନ୍ଦ୍ର ମହାପାତ୍ର ଏହା କହିଛନ୍ତି। ପାଲଲହଡା,…

ଭୁବନେଶ୍ୱରରେ ଜମି ଦୁର୍ନୀତିର ଖୁଲାସା କଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ, ସଂପୃକ୍ତି ରହିଛି ଶକ୍ତିଶାଳୀ ଗୋଷ୍ଠୀର

ଭୁବନେଶ୍ୱର: ରାଜଧାନୀରେ ୨୫୦ କୋଟି ଟଙ୍କାର ମେଗା ସରକାରୀ ଜମି ଦୁର୍ନୀତି ହୋଇଛି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ ଏହି ରାକେଟର ଶିକାର ହୋଇଥିବା କହିଛନ୍ତି। ଓଡ଼ିଶା କ୍ୟାଡରର ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ନାଗେଶ୍ବର ରାଓ। ସେ ଏକ୍ସରେ ଏକ ପୋଷ୍ଟରେ ଦାବି କରିଛନ୍ତି…

ଆରମ୍ଭ ହେଲା ମହଙ୍ଗା ମାଡ଼: ମୋବାଇଲ୍ ଟାରିଫ ଦାମ ବଢାଇଲା ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକଙ୍କୁ ବଡ଼ ଝଟକା । ଜିଓ ଟାରିଫ ବୃଦ୍ଧି କରିବ ରିଲାଏନ୍ସ ଜିଓ । କମ୍ପାନୀ ପକ୍ଷରୁ ପ୍ରିପେଡ ପ୍ଲାନ ଉପରେ ଲାଗୁଥିବା ଟାରିଫରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏ ବାବଦରେ ଆଜି କମ୍ପାନୀ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି । ନୂଆ ନିୟମ ଜୁଲାଇ ୩ରୁ…

ମହାନ ଅଲରାଉଣ୍ଡର କପିଳ ଦେବ କହିଲେ ମୋ ଠାରୁ ୧୦୦୦ଗୁଣ ଭଲ ବୋଲିଂ କରୁଛନ୍ତି ବୁମରାହ

ନୂଆଦିଲ୍ଲୀ: ଭାରତକୁ ପ୍ରଥମ କ୍ରିକେଟ ବିଶ୍ୱକପ ସ୍ୱାଦ ଚଖାଇଥିବା ମହାନ ଅଲରାଉଣ୍ଡର କପିଳ ଦେବ ଗୁରୁବାର ଯଶପ୍ରୀତ ବୁମରାହଙ୍କ ବୋଲିଂକୁ ଭୂୟସୀ ପ୍ରଶଂସା କରିଛନ୍ତି । ଚଳିତ ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । ଏଥିରେ ବୁମରାହ ବୋଲିଂ ଦଳର…

ନିଟ୍ ବିବାଦ: ସଂସଦର ଉଭୟ ଗୃହରେ ମୁଲତବୀ ପ୍ରସ୍ତାବ ଆଣିବେ ବିରୋଧୀ

ନୂଆଦିଲ୍ଲୀ: ଶୁକ୍ରବାର ସଂସଦରେ ନିଟ୍ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ଦୁର୍ନୀତି ପ୍ରସଙ୍ଗ ଉଠାଇବ ବୋଲି ବିରୋଧୀ କହିଛି। ନିଟ୍-ୟୁଜି ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ର ସଂଗଠନ ଗୁଡ଼ିକ ଅଣ୍ଟା ଭିଡ଼ିଛନ୍ତି। ଶୁକ୍ରବାର ସଂସଦର ଉଭୟ ଗୃହରେ ନିଟ୍…

ବିହାରରେ ହଟଚମଟ: ଆରଜେଡି ବିଧାୟକ କହିଲେ ଏନଡିଏ ଛାଡ଼ିପାରନ୍ତି ନୀତୀଶ କୁମାର

ପାଟଣା: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ସରକାର ଗଠନ ହୋଇଛି । ଏହା ସତ୍ତ୍ୱେ କ୍ଷମତା ଅଦଳବଦଳକୁ ନେଇ ବିରୋଧୀମାନେ ବଡ଼ ବଡ଼ ଦାବି କରୁଛନ୍ତି। ଲାଲୁ ଯାଦବଙ୍କ ଦଳ ଆରଜେଡି ନେତା ମଧ୍ୟ ସମାନ ଦାବି କରିଛନ୍ତି। ବିହାର…

କେଉଁଠି ଆଇପିଏସ୍‌ ଆଶିଷ ସିଂହ, ପୋଲିସ ଡିଜିଙ୍କୁ ପଚାରିଲା ଗୃହ ବିଭାଗ

ଭୁବନେଶ୍ଵର: ଆଇପିଏସ୍‌ ଆଶିଷ ସିଂହ ଏବେ କେଉଁଠି ବୋଲି ଓଡିଶା ପୋଲିସ ଡିଜିଙ୍କୁ ପଚାରିଲା ଗୃହ ବିଭାଗ । ଏନେଇ ପୋଲିସ ଡିଜିଙ୍କୁ ଚିଠି ପଠାଇଛନ୍ତି ଗୃହ ବିଭାଗ ଅତିରିକ୍ତ ସଚିବ । ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ବିବାଦୀୟ ଆଇପିଏସ ଅଫିସର ଆଶିଷ ସିଂହ । ଏବେ ଆଶିଷ…