ଅଭିନେତ୍ରୀ ନୁର ମାଳବିକା ଦାସଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ମୁମ୍ବାଇ: ବଲିଉଡରୁ ଆସିଲା ଦୁଃଖଦ ଖବର । ଅଭିନେତ୍ରୀ କାଜୋଲଙ୍କ ସହ ଓ୍ୱେବ୍ ସିରିଜ 'ଦ ଟ୍ରାଏଲ୍'ରେ ଅଭିନୟ କରିଥିବା ନୁର୍ ମାଳବିକା ଦାସଙ୍କ ମୃତଦେହ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରିଛି ପୋଲିସ । ତେବେ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି ।
ସୂଚନା…