ମନରେଗାରେ ଦୁର୍ନୀତି ଅଭିଯୋଗ, ନିଲମ୍ବିତ ହେଲେ ୩ ଯନ୍ତ୍ରୀ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତିରେ ୩ କୋଟି ୨୧ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗରେ ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।
୨୦୨୦ରେ ଯେଉଁ ଯନ୍ତ୍ରୀଙ୍କ ଦ୍ବାରା ଏହି ଦୁର୍ନୀତି ହୋଇଥିଲା ସେମାନେ ହେଲେ ଯଶିପୁର…