ଆଭ୍ୟନ୍ତରୀଣ ଓଡ଼ିଶାରେ ରେକର୍ଡ ଭାଙ୍ଗିଲା ତାପମାତ୍ରା : ଏପ୍ରିଲ ମାସର ସବୁଠାରୁ ନିମ୍ନ ତାପମାତ୍ରା
ଭୁବନେଶ୍ୱର: ବର୍ଷା ଓ ଆକାଶ ମେଘୁଆ ଥିବାରୁ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଅପ୍ରତ୍ୟାଶିତ ତାପମାତ୍ରୀ କମିଥିବା ଅନୁଭୂତ ହୋଇଥିବାରୁ ଦିନର ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ଏପ୍ରିଲ ମାସରେ ଆଜି ଅନେକ ସହରରେ ନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଯେଉଁ ସମୟରେ…