ପିଶାଚ ସାଜିଲା ପୁଅ, ବାପା ମା ଙ୍କୁ କଲା ହତ୍ୟା
ବାଲେଶ୍ଵର: ପିଶାଚ ପାଲଟିଲା ପୁଅ। ବାପାମାଆଙ୍କ ସ୍ନେହକୁ ନବୁଝି ଘଟାଇଲା ନାରକୀୟ କାଣ୍ଡ। ବାପା ମା'ଙ୍କୁ ମାରି ମାଟି ତଳେ ପୋତିଦେଲା ପୁଅ। ବାଲେଶ୍ଵର ସିମୁଳିଆ ଥାନା ଗରସଂଗ ଗାଁରୁ ଆସିଛି ଏଭଳି ଘଟଣା। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ…