Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାରାୟଣ ରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ସ୍ୱରୂପର ଅନେକ ବ୍ୟାଖ୍ୟା ଆମେ ପାଇଲେଣି କିନ୍ତୁ ଅଭିଧାନ ଅନୁସାରେ “ନାରା ” ଶବ୍ଦର ଅର୍ଥ ହେଉଛି ସଦ୍ୟଜାତ ବାଛୁରୀ ବା ଗୋବତ୍ସା, ଏହାଙ୍କ ସମ୍ବନ୍ଧିତ…

ଟ୍ରଲର ଧକ୍କା ଦେଲା ଭ୍ୟାନକୁ , ୯ ମୃତ, ଜଣେ ଗୁରୁତର ଆହତ

ଜୟପୁର: ଟ୍ରଲର ଧକ୍କା ଦେଲା ଭ୍ୟାନକୁ । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।  ଏହି ସଡ଼କ ଦୁର୍ଘଟଣାଟି ରାଜସ୍ଥାନର ଝାଲାୱାଡ ଜିଲ୍ଲା ପଞ୍ଚୋଲ ନିକଟରେ ଘଟିଛି । ଏମାନେ ସମସ୍ତେ ଏକ ବିବାହ ପ୍ରସେସନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଟି…

ଆଜି ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି,ପୁଣି ୨୬ ପରେ ପ୍ରଚଣ୍ଡ ତାତିରେ କଲବଲ ହେବ  ଓଡ଼ିଶା

ଭୁବନେଶ୍ବର: କିଛି ଦିନ ହେବ ସାରା ରାଜ୍ୟରେ  ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା । ଏବେ ସେ ତାତିରୁ ମିଳିବ ଆଶ୍ୱସ୍ତି । ତେବେ ଆଜି ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବର୍ଷା ହୋଇପାରେ । ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିପାରେ ବୋଲି ପୂର୍ବାନୁମାନ କରିଛି…

ଲିପଷ୍ଟିକ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ…

ଭୁବନେଶ୍ବର: ପ୍ରତ୍ୟେକ ମହିଳା ସୁନ୍ଦର ଦେଖା ଯିବା ପାଇଁ  ନିଜକୁ ସଜାଇ ଥାଆନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ର ବ୍ୟବହାର କରିଥାନ୍ତି । ସେହିସବୁ ମଧ୍ୟରୁ ଲିପଷ୍ଟିକ ସମସ୍ତଙ୍କର ପ୍ରିୟ ସାମଗ୍ରୀ । ମେକଅପ ହୋଇଥିବା ମୁହଁର ସୌନ୍ଦର୍ଯ୍ୟକୁ ଲିପଷ୍ଟିକ ଦ୍ବିଗୁଣିତ କରିଥାଏ…

ମହାନଦୀ ଡଙ୍ଗା ବୁଡି ଘଟଣାରେ କାର୍ଯ୍ୟାନୁଷ୍ଠାନ, ଡଙ୍ଗା ଚାଳକ ଓ ଘାଟର ମାଲିକ ଗିରଫ

ଝାରସୁଗୁଡା: ମହାନଦୀରେ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣଙ୍କୁ ଗିରଫ କରିଛି। ଡଙ୍ଗା ଚାଳକ ଓ ଡଙ୍ଗା ଘାଟର ମାଲିକକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ମାନେ ହେଲେ ଜିତ…

କଟକ-ଭୁବନେଶ୍ୱରରେ ଜାନୁଆରୀରୁ ଏପର୍ଯ୍ୟନ୍ତ ୨୨୫୯ ଲିଟର ବିଦେଶୀ ମଦ ଓ ୧୧ ହଜାର ୩୦୦ ଲିଟର ଦେଶୀ ମଦ ଜବତ

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ କଟକ ଓ ଭୁବନେଶ୍ୱରରେ ବେଆଇନ ମଦ ଓ ନିଶା ଦ୍ରବ୍ୟ ଉପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ୨୨୫୯ ଲିଟର ବିଦେଶୀ ମଦ ଓ ୧୧ ହଜାର ୩୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାବ୍ୟତୀତ ମଦ ଚୋରା ଚାଲାଣରେ…

ଟିକେଟ୍ ପାଇଁ ସମୀର ଦାଶଙ୍କ ଶକ୍ତି ପ୍ରଦର୍ଶନ: ନିମାପଡ଼ାରୁ ଶଙ୍ଖ ଭବନକୁ ଦେଲେ ବଡ଼ ବାର୍ତ୍ତା

ପୁରୀ: ନିର୍ବାଚନରେ ବିଧାୟକ ଟିକେଟ ପାଇବାରୁ ବାଦ୍ ପଡ଼ିଥିବା ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରି ବିଜେଡି ପ୍ରାର୍ଥୀ ସମୀର ଦାଶ ପୁରୀ ଜିଲ୍ଲା ନିମାପଡ଼ା ବାରବାଟୀ ପଡ଼ିଆରେ ଏକ ବିଶାଳ ସମାବେଶ କରି ନିଜର ସମର୍ଥନ ପ୍ରଦର୍ଶନ କରିଛନ୍ତି।…

ଟିକେଟ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଶନିବାର କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ତଳସରା ବିଧାନସଭା ଆସନରୁ ଦେବେନ୍ଦ୍ର ଭିଟାରିଆଙ୍କ ସପକ୍ଷରେ କଂଗ୍ରେସ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି। ପ୍ରଥମେ ତଳସରା…

ବିଜେଡି ଘୋଷଣା କଲା ୪୦ ଜଣିଆ ପ୍ରମୁଖ ପ୍ରଚାରକ ତାଲିକା

ଭୁୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରକାଶ ପାଇଛି । ଦଳର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ତାଲିକାରେ ସର୍ବାଗ୍ରେ ଅଛନ୍ତି। ତାଙ୍କ ପଛକୁ ଅଛନ୍ତି ଭି. କାର୍ତ୍ତିକ ପାଣ୍ଡିଆନ୍ ଏବଂ…

ତୃତୀୟ ଥର ପାଇଁ ୨୫୦ରୁ ଅଧିକ ସ୍କୋର କଲା ହାଇଦ୍ରାବାଦ

ନୂଆଦିଲ୍ଲୀ: ଟ୍ରେଭିସ ହେଡ, ଅଭିଷେକ ଶର୍ମା ଓ ଶାହାବାଜ ଅହମ୍ମଦଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚଳିତ ଆଇପିଏଲରେ ତୃତୀୟ ଥର ପାଇଁ ସନରାଇଜର୍ସ ହାଇଦ୍ରାବାଦ ୨୫୦ରୁ ଅଧିକ ସ୍କୋର କରିଛି । ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ବିସ୍ଫୋରକ ବ୍ୟାଟିଂ…