Latest Odisha News

BREAKING NEWS

ସନାଙ୍କୁ ବିଧାନସଭା ଟିକେଟ୍, କୁଶଙ୍କ ଜିଲ୍ଲା ଦାୟିତ୍ବ; ବିରୋଧୀଙ୍କୁ ବଡ଼ ଆହ୍ବାନ ଦେଲା ବିଜେଡି?

ଭୁବନେଶ୍ୱର: ବିଜୁ ଜନତା ଦଳ ଆଜି ପ୍ରାର୍ଥୀ ଘୋଷଣା କରିବା ପରେ ପରେ କୁଶ ଆପଟଙ୍କୁ କେନ୍ଦୁଝର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିବା ସହ ଚମ୍ପୁଆ ବିଧାନସଭା ଆସନ ପାଇଁ ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରି ଚମକାଇ ଦେଇଛି। କାରଣ ସନା ବିଜେଡିର ସଦସ୍ୟତା ଗ୍ରହଣ କରିନାହାନ୍ତି। ଲୋକସଭା ଓ…

ପାଣିପାଗ ବିଶେଷଜ୍ଞ ଚେତାଇଲେ, ଆଗକୁ କ୍ଲାଉଡ ସିଡିଂ ମୌସୁମୀ ଯୁଦ୍ଧ ସମସ୍ୟା ବଢ଼ାଇବ

ଦୁବାଇ: ୟୁଏଇରେ ନିକଟରେ ପ୍ରବଳ ବର୍ଷା ହେବାରେ ଲାଗିଛି । ଦୁବାଇ ସହର ଯେଉଁ ଭଳି ଭାବେ ପାଣିରେ ଉବୁଟୁବୁ ହେଉଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ତେବେ ଏହି ପ୍ରବଳ ବର୍ଷା ପାଇଁ ପାଣିପାଗ ବିଶେଷଜ୍ଞ କ୍ଲାଉଡ ସିଡିଂକୁ ଦାୟୀ କରିଛନ୍ତି । ଯଦି ଏବେଠାରୁ ସମସ୍ତେ ସତର୍କ ନ…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ବିପଦରେ ଜୀବଜନ୍ତୁଙ୍କ ଜୀବନ

ମୟୂରଭଞ୍ଜ: ହୁତୁହୁତୁ ହୋଇ ଜଳୁଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଗୋଟିଏ କି ଦୁଇଟି ନୁହେଁ ୧୩ଟି ସ୍ଥାନରେ ଲାଗିଛି ନିଆଁ । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ଫାୟାର ସ୍କୋଡ୍, ଓ ବନ ବିଭାଗ କର୍ମଚାରୀ ଯୋରସୋରରେ ଲାଗିପଡିଛନ୍ତି । ହେଲେ କାବୁ କରିବାରେ ଅସଫଳ ରହିଛନ୍ତି । ତେବେ…

ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ଦୁଇ ମୃତଦେହ, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଝାରସୁଗୁଡା: ମହାନଦୀ ଡଙ୍ଗା ବୁଡ଼ି ଘଟଣାରେ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହାକୁ ମିସାଇ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ନାବାଳକ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ,…

ବିଜେପି ଗୁଣୁପୁର ବିଧାନସଭାର ସଂଚାଳନ ବୈଠକରେ ରଣନୀତି ପ୍ରସ୍ତୁତି, ଡବଲ ଇଂଜିନ ସରକାର ଉପରେ ଗୁରୁତ୍ୱ

ଗୁଣୁପୁର: ଭାରତୀୟ ଜନତା ପାର୍ଟି ଗୁଣୁପୁର ବିଧାନସଭାର ଏକ ଗୁରୁତ୍ୱପୂର୍ଣ୍ଣ ସଂଚାଳନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉଭୟ ଲୋକସଭା ଆସନ ସହ ଗୁଣୁପୁର ବିଧାନସଭା ଆସନ ଜିତିବୁ ବୋଲି ଦୃଢ଼କ୍ତି ପ୍ରକାଶ ପାଇଛି । ଗୁଣୁପୁର ବିଧାନସଭାର ସଂଯୋଜକ ପ୍ରମୋଦ କୁମାର ସାହୁଙ୍କ ଅଧକ୍ଷତାରେ…

ଅମର ଆଉଟ୍ ବର୍ଷା ଇନ୍

ଭୁବନେଶ୍ବର: ବିଜେଡିର ଷଷ୍ଠ ତାଲିକାରେ ସରପ୍ରାଇଜ । ବିରୋଧୀଙ୍କୁ ବିଜେଡିର ଚେକ୍ ଗେମ୍‌! କଟିଲା ବଡ ନେତାଙ୍କ ଟିକେଟ୍ । ବର୍ଷା ଲଢିବେ ବଡଚଣା ଲଢେଇ । କେନ୍ଦ୍ରାପଡାରେ ଗଣେଶ୍ୱରଙ୍କୁ ଭରସା । ଚମ୍ପୁଆରୁ ସନା ମହାକୁଡ ସରପ୍ରାଇଜ । ୯ଟି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା…

‘ଯେମିତି କଂଗ୍ରେସ ରାଜକୁମାର ଆମେଠୀ ଛାଡିଛନ୍ତି, ସେମିତି ଓ୍ବାୟାନାଡ ଛାଡି ପଳାଇବେ’

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସଭା ରାଲିକୁ ସମ୍ବୋଧିତ କରିବାବେଳେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଯେ, କଂଗ୍ରେସର ରାଜକୁମାର ଯେପରି ଆମେଠୀରୁ ପଳାୟନ କରିଛନ୍ତ ସେହିପରି ବର୍ତ୍ତମାନ ସେ ୱାୟାନାଡ ଛାଡି ପଳାୟନ କରିବେ । ତେବେ…

ଏଣିକି ଖରାରୁ ମିଳିବ ତ୍ରାହି, ଏସି କୁଲିଂ ହେଲମେଟ ପିନ୍ଧିବେ ଟ୍ରାଫିକ୍ କର୍ମଚାରୀ

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ପୁରା ଓଡିଶା । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଆଉ ଏହି ମୁଣ୍ଡ ଫଟା ଖରାରେ ଡ୍ୟୁଟି କରୁଛନ୍ତି ଟ୍ରାଫିକ୍ ପୋଲିସ । ଆଉ ଏହି ମୁଣ୍ଡଫଟା ଖରାରୁ ସାମାନ୍ୟ ଆଶ୍ଵସ୍ତି ପାଇଁ ଏବେ ଏସି କୁଲିଂ ହେଲମେଟ…

ଧର୍ମେନ୍ଦ୍ର ପ୍ରଧାନଙ୍କ ନିଆରା ପ୍ରଚାର, ଲୋକଙ୍କ ସହ ଚା’ ପିଇ ବୁଝିଲେ ସମସ୍ୟା

ସମ୍ବଲପୁର:ସମ୍ବଲପୁରରେ ତେଜିଲାଣି ପ୍ରଚାର ରାଜନୀତି । ଲୋକସଭା ଲଢେଇ ପାଇଁ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳୁ ଭି .ଏସ .ଏସ ଡିଫେନ୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଯୁବ ବର୍ଗଙ୍କୁ ଭେଟିଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ବୀର ମାଟି…

ସଲମାନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର, ଖୁବଶିଘ୍ର ଆସିବ ‘ବଜରଙ୍ଗୀ ଭାଇଜାନ ୨’

ମୁମ୍ବାଇ: ସଲମାନ ଖାନଙ୍କ କ୍ୟାରିୟରର ସବୁଠାରୁ ସଫଳ ଚଳଚ୍ଚିତ୍ର ମଧ୍ୟରୁ ୨୦୧୫ର ‘ବଜରଙ୍ଗୀ ଭାଇଜାନ’ ହେଉଛି ଅନ୍ୟତମ । ଏହି ଚଳଚ୍ଚିତ୍ରଟିର କାହାଣୀ ସଲମାନ ଖାନଙ୍କ ପ୍ରଶଂସକଙ୍କ ଆଖିରେ ଲୁହ ଆଣିଦେଇଥିବା ସହ ବକ୍ସ ଅଫିସରେ ମଧ୍ୟ ଭଲ ଆୟ କରିଥିଲା । ସାରା ବିଶ୍ଵରେ ଏହି ଚଳଚ୍ଚିତ୍ରଟି ରେକର୍ଡ…