Latest Odisha News

BREAKING NEWS

ଆପଣ ଭୋଟ୍ ଦିଅନ୍ତୁ ମୁଁ ପାଣିଦେବି କହି ଅଡୁଆରେ ଫସିଲେ ଡିକେ ଶିବକୁମାର

ବେଙ୍ଗାଲୁରୁ: ଅଡୁଆରେ ଫସିଲେ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ନିର୍ବାଚନୀ ପ୍ରଚାର ସମୟରେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ବେଙ୍ଗାଲୁରୁରେ ପ୍ରଚାର ବେଳେ ସେ କହିଛନ୍ତି ଯେ, ତାଙ୍କୁ ଭୋଟ୍ ଦେଲେ ତା ପ୍ରତିବଦଳରେ ସେ…

ଦଶମନ୍ତପୁର ବ୍ଲକରେ ବିଜେପି ପ୍ରାର୍ଥୀ କୈଳାସ କୁଲେସିକାଙ୍କ ରୋଡ୍ ସୋ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାରେ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟି କୈଳାସ ଚନ୍ଦ୍ର କୁଲେସିକାଙ୍କୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରିଛି । ଶ୍ରୀ କୁଲେସିକା ଏହି ନିର୍ବାଚନମଣ୍ଡଳୀରୁ ୨୦୧୯୪ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ…

ସରକାରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ୨୮ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ

କେନ୍ଦୁଝର: ଜିଲ୍ଲାରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜର ଏକ ହଷ୍ଟେଲରେ ଜଣ୍ଡିସ୍ ବ୍ୟାପିବା ରୁ ୨୮ ଜଣ ଛାତ୍ର ପ୍ରଭାବିତ ହୋଇଛନ୍ତି। ଏହି ଘଟଣା ଉଭୟ କଲେଜ କର୍ତ୍ତୃପକ୍ଷ ଓ ଛାତ୍ର ସଂଗଠନ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଏହି ମହାମାରୀର ତତ୍କାଳ କାରଣ ଅସ୍ପଷ୍ଟ ରହିଛି, କିନ୍ତୁ ସନ୍ଦେହ…

ଟି୨୦ ବିଶ୍ୱକପ ଖେଳିବା ନେଇ ମୁହଁ ଖୋଲିଲେ ଦୀନେଶ

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତେବେ ଦୀନେଶ କାର୍ତିକ କିନ୍ତୁ ପ୍ରଭାବୀ ପ୍ରଦର୍ଶନ କରି ପ୍ରଶଂସକ ଓ ଚୟନ କମିଟିଙ୍କ ପ୍ରଭାବିତ କରିଛନ୍ତି । ଦୀନେଶଙ୍କୁ ଟି୨୦ ବିଶ୍ୱକପ ଖେଳିବା ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ,…

ସୁରଙ୍କୁ ବହିଷ୍କାର କରି ବଡ଼ ପୁଅକୁ ଟିକେଟ ଦେଲା କଂଗ୍ରେସ, ୩ ଲୋକସଭା ଓ ୧୬ ବିଧାୟକ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ । ଓଡ଼ିଶାର ୩ଟି ଲୋକସଭା ଓ ୧୬ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛି। ଏହି ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି କଂଗ୍ରେସରୁ ବହିଷ୍କୃତ ସୁରେଶ ଚନ୍ଦ୍ର ରାଉତରାୟଙ୍କ ବଡ଼ ପୁଅ…

ରଘୁଙ୍କୁ ଚିଲିକା ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରୁ ଟିକେଟ୍ ନପାଇବା ପରେ ଅସନ୍ତୋଷ ଝାଡିଛନ୍ତି। ରଘୁ ସାହୁ ଦଳୀୟ ପ୍ରାର୍ଥୀ ହେବା ପରେ ଏକ ଅଡିଓ ଜାରି କରି ଅସନ୍ତୋଷ ଜାହିର କରିଛନ୍ତି ପାଟ୍ଟଶାଣୀ । ସେ କହିଛନ୍ତି, ତାଙ୍କୁ ଟିକେଟ୍ ନମିଳିବା ଦ୍ବାରା ବାଧିଛି। ବିଜୁ…

ଅଲିମ୍ପିକ କୋଟା ହାସଲ କଲେ ଭିନେଶ, ଅଂଶୁ

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ ଓ ଅଂଶୁ ମଲିକ ପ୍ୟାରିସ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଛନ୍ତି । ଏସିଆନ ଅଲିମ୍ପିକ କ୍ୱାଲିଫାୟରରେ ଚମତ୍କାର ପ୍ରଦର୍ଶନ କରି ଏ ହି ସଫଳତା ହାସଲ କରିଛନ୍ତି । ମହିଳା ୫୦ କିଗ୍ରା ବିଭାଗରେ ଭିନେଶ କାଜକସ୍ତାନର ଲୌରା ଗ୍ୟାନେକେଜିଙ୍କୁ ୧୦-୦ରେ…

ଅସନ୍ତୁଷ୍ଟ ଅମରଙ୍କ ସମର୍ଥକ, ବଡ଼ଚଣାରେ ବର୍ଷାଙ୍କୁ ହେବ କି ବଡ଼ ଅଡ଼ୁୁଆ?

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ଶତପଥୀଙ୍କୁ ହଟାଇ ବିଜେଡି ସୁପ୍ରିମୋ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଧାୟକ ପ୍ରାର୍ଥୀ କରିଛନ୍ତି। ଏହାପରେ ଦଳର ଏପରି ରଣନୀତିକୁ ସହଜରେ ଗ୍ରହଣ କରିନପାରି ଅମର ଶତପଥୀଙ୍କ ବାସଭବନରେ ତାଙ୍କର ସମର୍ଥକ ମେଳି କରିଛନ୍ତି। ଟିକେଟ୍…

ବୌଦ୍ଧରେ ଆଜି ଶିଖର ଛୁଇଁଛି ତାତି,୪୫.୨ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି

ଭୁବନେଶ୍ବର: ବୌଦ୍ଧ ପାଲଟିଛି ତତଲା ତାଓ୍ବା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲ ବଲ ହେଉଛି ସାରା ରାଜ୍ଯ । ବୌଦ୍ଧରେ ଆଜି ଶିଖର ଛୁଇଁଛି ତାତି । ବାରିପଦା ଏବଂ ବୌଦ୍ଧରେ ୪୫.୨ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ୪୪.୩ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଥିଲା…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୪: ପୁରୀ ଟାଉନ ହଲ୍ ରେ ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୪ ପାଇଁ ପୁରୀରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ସମନ୍ବୟ ବୈଠକ । ପୁରୀ ଟାଉନ ହଲ୍ ଠାରେ କେନ୍ଦ୍ରାଞ୍ଚଳ ଆରଡିସି ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ପୁରୀ…