Latest Odisha News

BREAKING NEWS

କଂଗ୍ରେସକୁ ବଡ ଝଟକା, ବିଜେପିରେ ମିଶିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ତାଜିନ୍ଦର ସିଂ ବିଟ୍ଟୁ

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟକା । କଂଗ୍ରେସରୁ ଇସ୍ତଫା ଦେଲେ ହିମାଚଳ ପ୍ରଦେଶ କଂଗ୍ରେସ ପ୍ରଭାରୀ ତାଜିନ୍ଦର ସିଂହ ବିଟ୍ଟୁ । ତାଜିନ୍ଦର ସିଂ ପ୍ରିୟଙ୍କା ଗାନ୍ଧୀଙ୍କ ଅତି ଘନିଷ୍ଠ ଅଟନ୍ତି । ବିଟ୍ଟୁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାର କିଛି ଘଣ୍ଟା ପରେ…

ମାଓ କ୍ୟାମ୍ପ ଧ୍ଵଂସ କଲା ସୁରକ୍ଷାବାହିନୀ, ମାଓବାଦୀଙ୍କ ଛତ୍ରଭଙ୍ଗ

ରାଉରକେଲା: କମ୍ବିଂ ଅପରେଶନ ବେଳେ ମାଓ କ୍ୟାମ୍ପ ଧ୍ବଂସ କଲା ସୁରକ୍ଷାବାହିନୀ । ଛତ୍ରଭଙ୍ଗ ଦେଲେ ମାଓବାଦୀ । ଝାଡ଼ଖଣ୍ଡ ସୋନୁଆ ଥାନା କେରାବୀର ଜଙ୍ଗଲରେ ମାଓକ୍ୟାମ୍ପ ଧ୍ବଂସ କରିଛି ସୁରକ୍ଷାବାହିନୀ । ଏଥିସହ ଘଟଣାସ୍ଥଳରୁ ଟିଫିନ ବୋମା, ବନ୍ଧୁକ, ମାଓ ପୁସ୍ତିକା ସହ ୨୭ ହଜାର ଟଙ୍କା ଜବତ…

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍, ୨୧ ସୁରକ୍ଷାକର୍ମୀ ଆହତ

ଭୋପାଳ: ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଓଲଟିଲା ବସ୍ । ଏଥିରେ ୨୧ ପୋଲିସ କର୍ମୀଙ୍କ ସମେତ ହୋମ ଗାର୍ଡ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ଏସଡିଓପି ଶାଲିନୀ ପରସ୍ତେ ଏହି ସୂଚନା ଦେଇଛନ୍ତି । ସୂଚନା ମୁତାବକ,…

ଡୋଲ୍ସ ହନୋଇ ଗୋଲ୍ଡେନ ଲେକ ହୋଟେଲରେ ସବୁ କିଛି ସୁନାରେ ତିଆରି

ହନୋଇ: ବିଶ୍ୱରେ ଅନେକ ନାମୀ ଓ ଦାମୀ ହୋଟେଲ ରହିଛି । ତେବେ ଭିଏତନାମରେ ଏ ଭଳି ଏକ ହୋଟେଲ ରହିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହି ହୋଟେଲର ନାମ ଡୋଲ୍ସ ହନୋଇ ଗୋଲ୍ଡେନ ଲେକ । ହୋଟେଲର ବାହାର ଓ ଭିତରେ ସବୁ କିଛି ସୁନାରେ ନିର୍ମିତ । ବିଶ୍ୱାସ ନ ହେଲେ ବି ସତ । ବାଥଟବ,…

ଡିଡି ନ୍ୟୁଜର ନୂଆ ଲୋଗୋ ଗେରୁଆ ରଙ୍ଗକୁ ନେଇ ଉଠିଲା ଆପତ୍ତି

ନୂଆଦିଲ୍ଲୀ: ବଦଳିଛି ସରକାରୀ ନ୍ୟୁଜ ଚ୍ୟାନେଲ ‘ଡିଡି ନ୍ୟୁଜ’ର ଲୋଗୋ । ପୂର୍ବରୁ ଥିବା ନାଲି ରଙ୍ଗର ଲୋଗୋକୁ ବଦଳାଇ ଗେରୁଆ ରଙ୍ଗର ନୂଆ ଲୋଗୋ ଲଞ୍ଚ କରିଛି ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ । ପ୍ରସାର ଭାରତୀ ଅଧୀନରେ ଥିବା ଡିଡି ନ୍ୟୁଜ୍‌ ଚ୍ୟାନେଲ୍‌ ଗେରୁଆ ରଙ୍ଗ ହୋଇଛି । ଯାହାକୁ…

ଆଇପିଏଲ: ଏହି ଖବର ନେଇ ରାଗି କି ନିଆଁ ବାଣ ପଞ୍ଜାବ ମାଲିକାଣୀ ପ୍ରୀତି

ଚଣ୍ଡୀଗଡ: ଚଳିତ ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ପ୍ଲେ ଅଫ ପ୍ରବେଶ ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ଏହାର ମାଲିକାଣୀ ପ୍ରୀତି ଜିଂଟା ରୋହିତ ଶର୍ମା ସମ୍ପର୍କୀତ ଏକ ଖବର ପ୍ରସାରଣ ନେଇ ରାଗି କି ନିଆଁବାଣ ହୋଇଛନ୍ତି । ଏହି ଖବରରେ ରୋହିତଙ୍କୁ ନିଜ ଟିମରେ ନେବା ପାଇଁ ପ୍ରୀତି ସବୁ କିଛି…

ସଫେଇ କର୍ମଚାରୀଙ୍କ ମୃତ୍ୟୁ, ଭୁବନେଶ୍ୱରରେ ମଜଦୁର ସଙ୍ଘର କାମ ବନ୍ଦ ଘୋଷଣା

ଭୁବନେଶ୍ବର: ରାଜଧାନୀରେ କାମ ବନ୍ଦ କଲେ ସଫେଇ କର୍ମଚାରୀ । ଗତକାଲି ସଫେଇ କର୍ମଚାରୀ ଗୋଲାପ ମାହାରଙ୍କ ମୃତ୍ୟୁ ପରେ ଆଜି ଭୁବନେଶ୍ୱର ୬୪ ନମ୍ବର ୱାର୍ଡରେ କାମ କରିବେନି ବୋଲି ଘୋଷଣା କରିଛନ୍ତି ସଫେଇ କର୍ମଚାରୀ । ଖବର ମୁତାବକ, ଗତକାଲି ଖଣ୍ଡଗିରି ନିକଟ ପଞ୍ଚସଖା ନଗରରେ ସଫେଇ କାମ…

ଇରାକରେ ଇରାନ ସମର୍ଥୀତ ଗୋଷ୍ଠୀ ଉପରେ ଆକ୍ରମଣ

ତେହେରାନ: ଇରାନ ଓ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଇରାନ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହା ପରେ ଇରାନର ନ୍ୟୁକ୍ଲିୟର ସଂରଚନା କ୍ଷେତ୍ରରେ ବିସ୍ଫୋରଣ ହୋଇଥିଲା । ଏହା ପଛରେ ଇସ୍ରାଏଲ ହାତ ଥିବା ଅନୁମାନ କରାଯାଉଛି । ଶନିବାର ଇରାନ ସମର୍ଥୀତ ଇରାକର…

ବିଧାନସଭା ଷଷ୍ଠ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ଵର: ବିଧାନସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ବଡଚଣାରୁ ମୁଖ୍ୟମନ୍ତ୍ରୀ ଦେଲେ ବଡ ସରପ୍ରାଇଜ । ବଡଚଣାରୁ ବିଜେଡି…

କେ.ଏଲ ରାହୁଲ-ଋତୁରାଜ ଗାଇକୱାଡଙ୍କ ଏଭଳି ଭୁଲ ପାଇଁ ଦେବାକୁ ପଡ଼ିଲା ୧୨ଲକ୍ଷ ଟଙ୍କା ଜରିମାନା

ଲକ୍ଷ୍ନୌ : ଗତକାଲି ଅଟଳ ବିହାରୀ ବାଜପାୟୀ ଏକାନ୍ନା କ୍ରିକେଟ ଷ୍ଟାଡିୟମ୍ ରେ ଆଇପିଏଲ ୩୪ ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ମୁକାବିଲା ହୋଇଛି। ଲକ୍ଷ୍ନୌ ସୁପର ଜାଏଣ୍ଟ ଓପନରଙ୍କ ସମ୍ମୁଖରେ ଫିକା ପଡ଼ିଲେ ଚେନ୍ନାଇ ବୋଲର। ଚେନ୍ନାଇ ସୁପର କିଙ୍ଗସ ଏବଂ…